ତୁରନ୍ତ ବାବା ସାରଥୀଙ୍କୁ ଗିରଫ କରାଯାଉ: ବିଜୟ ମହାପାତ୍ର

ଭୁବନେଶ୍ୱର: ବାବା ସାରଥୀଙ୍କ ପ୍ରସଙ୍ଗରେ ଭୁବନେଶ୍ୱରରେ ପ୍ରେସମିଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସାରଥୀ ବାବାଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ସେ ଦାବି କରିଛନ୍ତି । ସାରଥୀ ବାବାଙ୍କ ଆଶ୍ରମକୁ ସିଲ୍ କରିବା ସହ ଆଶ୍ରମର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍  କରିବା ଲାଗି ମଧ୍ୟ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରାପଡା ପୋଲିସ ସାରଥୀ ବାବାଙ୍କ ବ୍ୟକ୍ତିଗତ ସୁରକ୍ଷାକରୀ ସାଜିଛି । କେନ୍ଦ୍ରାପଡା ଜିଲ୍ଲା ପୋଲିସ […]

bjp

bjp

Rakesh Mallick
  • Published: Friday, 07 August 2015
  • Updated: 07 August 2015, 07:27 AM IST

Sports

Latest News

ଭୁବନେଶ୍ୱର: ବାବା ସାରଥୀଙ୍କ ପ୍ରସଙ୍ଗରେ ଭୁବନେଶ୍ୱରରେ ପ୍ରେସମିଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସାରଥୀ ବାବାଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ସେ ଦାବି କରିଛନ୍ତି । ସାରଥୀ ବାବାଙ୍କ ଆଶ୍ରମକୁ ସିଲ୍ କରିବା ସହ ଆଶ୍ରମର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍  କରିବା ଲାଗି ମଧ୍ୟ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରାପଡା ପୋଲିସ ସାରଥୀ ବାବାଙ୍କ ବ୍ୟକ୍ତିଗତ ସୁରକ୍ଷାକରୀ ସାଜିଛି । କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନର କାର୍ଯ୍ୟକୁ ଦେଖିଲେ ପୋଲିସ ଓ ଏସପି ରାଜ୍ୟ ସରକାରଙ୍କ ଅଧୀନରେ ନ ଥିବା ପରି ମନେ ହେଉଛି । ଗତକାଲି ରାତିରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବା ଓ ଆଜି ତିନିମୁହାଣି ନିକଟରେ ପୋଲିସ ଟିଅର ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାଳନା କରିବା ତାର କାର୍ଯ୍ୟଦକ୍ଷତା ପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାସହ ଜମି ଓ ଚିଟଫଣ୍ଡ କାରବାରରେ କେନ୍ଦ୍ରାପଡା ଏସପି ଓ ସାରଥୀ ବାବାଙ୍କୁ ନେଇ ଯେଉଁ ପ୍ରଶ୍ନ ଉଠିଛି ତାହାର କାଗଜପତ୍ର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଯିବାକୁ ସେ ଦାବି କରିଛନ୍ତି । ବାବା ହାଇଦ୍ରାବାଦ ଯିବା, ସେଠାରେ ରହିବା ଘଟଣା ପଦାକୁ ଆସିଗଲାଣି । ଏହାକୁ ଦୃଷ୍ଟିରେ ରଖି ଉକ୍ତ ଆଶ୍ରମକୁ ତୁରନ୍ତ ସିଜ କରି ନିଜ ଅଧୀନକୁ କ୍ରାଇମବ୍ରାଞ୍ଚ ଆଣୁ ବୋଲି ସେ କହିଛନ୍ତି । ଏହାସହ ଏସପିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି । ଯଦି ନିରପେକ୍ଷ ତଦନ୍ତ କରା ନ ଯାଏ ତେବେ ବିଜେପି ପକ୍ଷରୁ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story