ଏନ୍‌ପିଆର: ବିଜେପି-କଂଗ୍ରେସ ମୁହାଁମୁହିଁ, ବିଜେଡି ଖୋଲୁନି ମୁହଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆରସି)କୁ ନେଇ ଚାଲିଥିବା ଘମାସନ ମଧ୍ୟରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟ୍ରର(ଏନ୍‌ପିଆର) ସଂଶୋଧନ ପ୍ରକ୍ରିୟାକୁ ମଞ୍ଜୁରୀ ଦେଇ କେନ୍ଦ୍ର ସରକାର ଆଉ ଏକ ନୂଆ ବିତର୍କ ସୃଷ୍ଟି କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏନ୍‌ଆରସିକୁ ଲାଗୁ କରିବା ଦିଗରେ ଏନ୍‌ପିଆର ପ୍ରଥମ ସୋପାନ ବୋଲି କହି ଏହାକୁ ବିରୋଧ କରିବା ଆରମ୍ଭ କରିଥିବାବେଳେ କେନ୍ଦ୍ର ସରକାର ଏନ୍‌ପିଆର ଓ ଏନ୍‌ଆରସି ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। […]

BJP-BJD-CONGRESS

BJP-BJD-CONGRESS

Subrat Kumar Nayak
  • Published: Wednesday, 25 December 2019
  • Updated: 25 December 2019, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆରସି)କୁ ନେଇ ଚାଲିଥିବା ଘମାସନ ମଧ୍ୟରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟ୍ରର(ଏନ୍‌ପିଆର) ସଂଶୋଧନ ପ୍ରକ୍ରିୟାକୁ ମଞ୍ଜୁରୀ ଦେଇ କେନ୍ଦ୍ର ସରକାର ଆଉ ଏକ ନୂଆ ବିତର୍କ ସୃଷ୍ଟି କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏନ୍‌ଆରସିକୁ ଲାଗୁ କରିବା ଦିଗରେ ଏନ୍‌ପିଆର ପ୍ରଥମ ସୋପାନ ବୋଲି କହି ଏହାକୁ ବିରୋଧ କରିବା ଆରମ୍ଭ କରିଥିବାବେଳେ କେନ୍ଦ୍ର ସରକାର ଏନ୍‌ପିଆର ଓ ଏନ୍‌ଆରସି ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଓଡ଼ିଶାରେ ବିଜେପି ଘରକୁ ଘର ବୁଲି ଲୋକଙ୍କୁ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ସମ୍ପର୍କରେ ସଚେତନ କରାଇବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ମଧ୍ୟ ଗାଁକୁ ଗାଁ ବୁଲି ଲୋକଙ୍କୁ ଅବଗତ କରିବା ସହ ବଡ଼ଧରଣର ଆନ୍ଦୋଳନ ନିମନ୍ତେ ସଜବାଜ ହେଉଛି। ଏପଟେ ଶାସକ ବିଜେଡି ରାଜ୍ୟରେ ଏନଆରସିକୁ ଲାଗୁ କରିବ ନାହିଁ ବୋଲି ପୂର୍ବରୁ କହିଥିବାବେଳେ ଏନ୍‌ପିଆରକୁ ନେଇ ନିଜର ଆଭିମୁଖ୍ୟକୁ ଗୋପନ ରଖିଛି। ଏନପିଆରକୁ ନେଇ ଦଳ ଭିତରେ କେହି ମୁହଁ ଖୋଲୁନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେପି ସମଗ୍ର ଦେଶରେ ପ୍ରାୟ ୩କୋଟି ଘରକୁ ଯାଇ ସିଏଏ, ଏନ୍‌ଆରସି ଓ ଏନ୍‌ଆରସି ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଇବାକୁ ଲକ୍ଷ୍ୟ ରଖିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସୂଚନା ଦେଇଥିବାବେଳେ ଆସନ୍ତାକାଲି ଦଳର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନେ ଏକଜୁଟ ହୋଇ ଏ ଦିଗରେ ପ୍ରଶିକ୍ଷଣ ନେବେ ବୋଲି ଜଣାପଡ଼ିଛି। ସେପଟେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏନ୍‌ପିଆରକୁ ଅସମ୍ବିଧାନିକ ବୋଲି କହିବା ସହ ଏହା ସର୍ବଧର୍ମକୁ ନଷ୍ଟ କରୁଛି ବୋଲି କହିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ଆସନ୍ତା ୨୮ତାରିଖରେ ନିଜର ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ପ୍ରସଙ୍ଗରେ ଗାଁକୁ ଗାଁ ବୁଲି ସଚେତନ କରାଇବା ସହ ବଡ଼ଧରଣର ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛି।

ଯଦିଓ ଏନଆରସି ସହ ଏନପିଆରର କୌଣସି ସମ୍ପର୍କ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛନ୍ତି। ତଥାପି ଏନ୍‌ପିଆରକୁ କାର୍ଯ୍ୟକାରୀ ନକରିବାକୁ କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଘୋଷଣା କରିସାରିଛନ୍ତି। ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଧରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଏସବୁ ମଧ୍ୟରେ କେନ୍ଦ୍ରରେ ବିଜେପି ସରକାର ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରି ଆସୁଥିବା ବିଜେଡି ଏପର୍ଯ୍ୟନ୍ତ ନିଜର ମୁହଁ ଖୋଲି ନାହିଁ।

ଏନଆରସିକୁ ବିରୋଧ କରୁଥିବା ବିଜେଡି କିନ୍ତୁ ଏନଆରପି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଛି। ଦଳର କୌଣସି ନେତା ଏହି ପ୍ରସଙ୍ଗରେ ମୁହଁ ଖୋଲୁନଥିବାବେଳେ ସେମାନଙ୍କୁ ଗଣମାଧ୍ୟମ ସମ୍ମୁଖରେ ଏ ସମ୍ପର୍କରେ କିଛି ନକହିବା ପାଇଁ ଉପରୁ ତାଗିଦ୍ କରାଯାଇଛି। ଏନପିଆର ପ୍ରସଙ୍ଗରେ କେବଳ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ରଖିବେ ବୋଲି ଜଣାପଡ଼ିଛି।

ତେବେ ସିଏଏକୁ ସମର୍ଥନ କରି ହରଡ଼ଘଣାରେ ପଡ଼ିଥିବା ବିଜେଡି ଆଗାମୀ ଦିନରେ ଏନଆରପି ପ୍ରସଙ୍ଗରେ କିଭଳି ଆଭିମୁଖ୍ୟ ପୋଷଣ କରୁଛି ତାହା ଉପରେ ସମସ୍ତଙ୍କ ନଜର। ସିଏଏ ପ୍ରସଙ୍ଗରେ ସମର୍ଥନ ଦେଇ ବିଜେଡି ନିଜର ଧର୍ମନିରପେକ୍ଷ ଭାବମୂର୍ତ୍ତିରେ ଦାଗ ଲଗାଇ ସାରିଛି। ମୁସଲିମ୍ ସମୁଦାୟଗୁଡ଼ିକ ଏଥିପାଇଁ ବିଜେଡିକୁ ପ୍ରଶ୍ନ ମଧ୍ୟ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୧୦ ମସିହାରେ ଏନପିଆର ମୋଟ ୧୫ଟି ପ୍ରଶ୍ନ ପଚାରାଯାଇଥିବାବେଳେ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଏନ୍‌ପିଆରରେ ମୋଟ ୨୧ଟି ପ୍ରଶ୍ନ ପଚରାଯିବ। ବିଶେଷକରି ପିତାମାତାଙ୍କ ଜନ୍ମସ୍ଥାନ ଓ ଜନ୍ମତାରିଖ, ପୂର୍ବର ଠିକଣା, ଭୋଟର ଆଇଡି, ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ ନମ୍ବର, ଆଧାର ନମ୍ବର,ପାସପୋର୍ଟ ନମ୍ବର ଆଦି ଅତିରକ୍ତ ପ୍ରଶ୍ନ ପଚାରାଯିବ। ଏହି ଅତିରିକ୍ତ ପ୍ରଶ୍ନକୁ ଏବେ ବିରୋଧୀ ଦଳଗୁଡ଼ିକ ବିରୋଧ କରିବା ସହ ଏନଆରସିକୁ ଅତ୍ୟନ୍ତ ଚତୁରତା ସହ ଲାଗୁ କରିବା ନିମନ୍ତେ ସରକାର ‘ଏନ୍‌ପିଆର’ ପ୍ରସଙ୍ଗ ଉଠାଇଥିବା ବିରୋଧୀ ଦଳ ଆଶଙ୍କା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story