ଯୋଡ଼ା-ମୁଣ୍ଡ ପରେ ଯୋଡ଼ା-ପେଟ ଶିଶୁ କନ୍ୟା

ନୟାଗଡ଼/କଟକ(ଓଡ଼ିଶା ରିପୋର୍ଟର): କନ୍ଧମାନ ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ପରେ ଆଜି ଯୋଡ଼ା-ପେଟ ଶିଶୁ ଜନ୍ମ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରୁ ଏପରି ଘଟଣା ଶୁଣିବାକୁ ମିଳୁଛି। ଆଜି ଶରଣକୁଳ ଥାନା ଥଳିପାଟଣା ଗାଁର ସୁମିତ୍ରା ଦତ୍ତ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ଅସ୍ତ୍ରୋପଚାର କରି ଯୋଡ଼ା-ପେଟ […]

CHILD

CHILD

Rakesh Mallick
  • Published: Friday, 01 December 2017
  • Updated: 04 December 2017, 06:15 PM IST

Sports

Latest News

ନୟାଗଡ଼/କଟକ(ଓଡ଼ିଶା ରିପୋର୍ଟର): କନ୍ଧମାନ ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ପରେ ଆଜି ଯୋଡ଼ା-ପେଟ ଶିଶୁ ଜନ୍ମ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରୁ ଏପରି ଘଟଣା ଶୁଣିବାକୁ ମିଳୁଛି।

ଆଜି ଶରଣକୁଳ ଥାନା ଥଳିପାଟଣା ଗାଁର ସୁମିତ୍ରା ଦତ୍ତ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ଅସ୍ତ୍ରୋପଚାର କରି ଯୋଡ଼ା-ପେଟ ଶିଶୁ କନ୍ୟା ଜନ୍ମ କରାଇଥିଲେ। ଉଭୟ ମା’ ଓ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ମେଡ଼ିକାଲ ଶିଶୁ ଭବନରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

କନ୍ଧମାଳ ଜିଲ୍ଲା ମିଲିପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନେଇ ସମଗ୍ର ରାଜ୍ୟରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ନୂଆଦିଲ୍ଲୀ ଏମ୍‌ସରେ ଜଗା ଓ କାଳିଆ ଅଲଗା ହୋଇଥିଲେ। ଏବେ ମଧ୍ୟ ସେମାନେ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story