ବ୍ରାଉନ ସୁଗାର ଓ ଗଞ୍ଜେଇ ଜବତ

<p>ବାଲେଶ୍ୱର: ଅବକାରୀ ବିଭାଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍ ସୁଗାର୍ ଓ ଭୋଗରାଇରୁ ଗଞ୍ଜେଇ ଜବତ କରିଛି।&nbsp; ଜଳେଶ୍ୱର ବ୍ଲକ୍ ଶେଖବାଡ଼ ଗାଁର ସଲିମା ବିବିଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ କରାଯାଇଛି। ସେହିପରି ଭୋଗରାଇ ବ୍ଲକ୍ କରିହଣ୍ଡା ଗାଁର ଗୋପାଳ ସିଂଙ୍କ ଠାରୁ ୭ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ବେଆଇନ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।</p> <p>ଆଜି ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ଇନିସ୍&zwnj;ପେକ୍ଟର ଓ ଜଳେଶ୍ୱର ଏସ୍ଆଇ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 01:08 PM IST

Sports

Latest News

<p>ବାଲେଶ୍ୱର: ଅବକାରୀ ବିଭାଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ବ୍ରାଉନ୍ ସୁଗାର୍ ଓ ଭୋଗରାଇରୁ ଗଞ୍ଜେଇ ଜବତ କରିଛି।&nbsp; ଜଳେଶ୍ୱର ବ୍ଲକ୍ ଶେଖବାଡ଼ ଗାଁର ସଲିମା ବିବିଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ କରାଯାଇଛି। ସେହିପରି ଭୋଗରାଇ ବ୍ଲକ୍ କରିହଣ୍ଡା ଗାଁର ଗୋପାଳ ସିଂଙ୍କ ଠାରୁ ୭ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ବେଆଇନ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।</p><p>ଆଜି ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ଇନିସ୍&zwnj;ପେକ୍ଟର ଓ ଜଳେଶ୍ୱର ଏସ୍ଆଇ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos