ସ୍କୁଲ ଛାତରୁ ପଲସ୍ତରା ଖସି ୨ ଛାତ୍ର ଗୁରୁତର

ଲଖନପୁର (ନୀଳେନ୍ଦ୍ର କୁମାର ଗଜେନ୍ଦ୍ର): ଛାତ୍ରରୁ ସିମେଣ୍ଟ କଂକ୍ରିଟ ପଲସ୍ତର ଖସିବାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜାମଗା UGME school ଦୁଇ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ଏହି ସମୟରେ ହଠାତ୍‌ ଛାତରୁ ପଲସ୍ତରା ଖସି ପଡ଼ିଥିଲା। ଫଳରେ ବୁଲୁ ତିହିରିଆ ଓ ରାଜୁ ଗଡୁଆଲ ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତି ସୃଷ୍ଟି […]

two-student-injure-while-roop-colaps

two-student-injure-while-roop-colaps

Manoranjan Sial
  • Published: Monday, 24 June 2019
  • Updated: 24 June 2019, 04:36 PM IST

Sports

Latest News

ଲଖନପୁର (ନୀଳେନ୍ଦ୍ର କୁମାର ଗଜେନ୍ଦ୍ର): ଛାତ୍ରରୁ ସିମେଣ୍ଟ କଂକ୍ରିଟ ପଲସ୍ତର ଖସିବାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜାମଗା UGME school ଦୁଇ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ଏହି ସମୟରେ ହଠାତ୍‌ ଛାତରୁ ପଲସ୍ତରା ଖସି ପଡ଼ିଥିଲା। ଫଳରେ ବୁଲୁ ତିହିରିଆ ଓ ରାଜୁ ଗଡୁଆଲ ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତି ସୃଷ୍ଟି ହୋଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଶ୍ରେଣୀଗୃହର ଛାତ ମରାମତି କରିବାକୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story