ମହୁମାଛି ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପୋଟେସ ଗାଁରେ ଏକ ଦୁଃଖଦ  ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଲକ୍ଷ୍ମଣ ମାଝୀ ଓ ଲତକୁ ମାଝୀ। ଉଭୟେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ସେମାନଙ୍କୁ ମହୁମାଛି ଆକ୍ରମଣର କରିଥିଲେ। ଘଟଣାସ୍ଥଳରେ ହିଁ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଥିଲା।  ଲତକୁଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଜୟପାଟଣା ପୋଲିସ ଏକ […]

death

death

Rakesh Mallick
  • Published: Monday, 02 October 2017
  • Updated: 02 October 2017, 09:59 AM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପୋଟେସ ଗାଁରେ ଏକ ଦୁଃଖଦ  ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଲକ୍ଷ୍ମଣ ମାଝୀ ଓ ଲତକୁ ମାଝୀ। ଉଭୟେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ସେମାନଙ୍କୁ ମହୁମାଛି ଆକ୍ରମଣର କରିଥିଲେ।

ଘଟଣାସ୍ଥଳରେ ହିଁ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଥିଲା।  ଲତକୁଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story