ଗ୍ୟାଙ୍ଗଷ୍ଟର ଟିଟୋର ଗୁମର ଖୋଲିଲେ ତା’ର ଦୁଇ ଭାଇ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର କ୍ରାଇମ୍‌ ରେକର୍ଡ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଜାଲରେ ପଡ଼ିଥିବା ତା’ର ଦୁଇ ଭାଇ ଓ ସଢୁ ତା’ର ବାଂଲାଦେଶ ଲିଙ୍କ୍ ଗୁମର ଖୋଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତକାଲି ଟିଟୋ ଦୁଇ ଭାଇ ଜି.ବାବୁ, ଚିତୁ ଓ ସଢୁ ମୁନ୍ନଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌। ଆଜି ସେମାନଙ୍କୁ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ […]

kendrapada

kendrapada

Manoranjan Sial
  • Published: Thursday, 20 June 2019
  • Updated: 20 June 2019, 07:58 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର କ୍ରାଇମ୍‌ ରେକର୍ଡ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଜାଲରେ ପଡ଼ିଥିବା ତା’ର ଦୁଇ ଭାଇ ଓ ସଢୁ ତା’ର ବାଂଲାଦେଶ ଲିଙ୍କ୍ ଗୁମର ଖୋଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗତକାଲି ଟିଟୋ ଦୁଇ ଭାଇ ଜି.ବାବୁ, ଚିତୁ ଓ ସଢୁ ମୁନ୍ନଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌ ଟିମ୍‌। ଆଜି ସେମାନଙ୍କୁ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ତେବେ ପଚରାଉଚରା ବେଳେ ସେମାନେ ଏସ୍‌ଟିଏଫ୍ ଟିମ୍ ସମ୍ମୁଖରେ ଟିଟୋର ବାଂଲାଦେଶ ଲିଙ୍କ୍ ଗୁମର ଖୋଲିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି।

ପୁଲିସ୍‌ଠାରୁ ବଞ୍ଚିବା ପାଇଁ ଟିଟୋ ଜଳପଥ ଦେଇ ବେଆଇନ ଭାବେ ବାଂଲାଦେଶରେ ଆଶ୍ରୟ ନେଇଥାଏ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ବାଂଲାଦେଶରୁ ସେ ଚୋରାରେ ସୁନା ବି ଆଣିଥାଏ ବୋଲି ଜଣାପଡ଼ିଛି।

ଟିଟୋର ଦୁଇ ଭାଇଙ୍କୁ ପଚରାଉଚରା ବେଳେ ଟେଣ୍ଡର ଫିକ୍ସିଂରେ ସହାୟତା କରୁଥିବା କିଛି ବ୍ୟବସାୟୀ ଓ ସରକାରୀ ବାବୁଙ୍କ ନାଁ ସାମ୍ନାକୁ ଆସିଛି। ତଦନ୍ତକାରୀ ଟିମ୍ ଏହାର ଏକ ତାଲିକା ବି ପ୍ରସ୍ତୁତ କରିଛି। ସେମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଜଣାପଡ଼ିଛି।

ଟିଟୋର ଶାଳକ ମାମୁର୍‌ ଯିଏ ଟିଟୋର ଅର୍ଥ କାରବାର ବୁଝାସୁଝା କରିଥାଏ, ତାକୁ ଏବେ ଏସ୍‌ଟିଏଫ୍ ଟିମ୍ ଖୋଜୁଛି।

୨୦୧୮ ମସିହାରେ ଜୋର ଜବରଦସ୍ତ ଜମି ହଡ଼ପ ମାମଲା ବ୍ୟତୀତ ଦାଦାବଟି, ଟେଣ୍ଡର ଫିକ୍ସିଂ, ବେଆଇନ ଅର୍ଥ କାରବାର ଓ ବେଆଇନ ବନ୍ଧୁକ କାରବାରରେ ଟିଟୋର ଦୁଇ ଭାଇ ଓ ସଢ଼ୁ ସଂପୃକ୍ତ ଅଛନ୍ତି। ଏଯାବତ୍ ଟିଟୋ ଗ୍ୟାଙ୍ଗର ୨୪ ଜଣଙ୍କୁ ଏସ୍‌ଟିଏଫ୍ ଟିମ୍ ଗିରଫ କରିଛି।

ଏସ୍‌ଟିଏଫ୍‌ ଟିଟୋର ଦୁଇ ଭାଇ ଓ ସଢୁଙ୍କୁ ରିମାଣ୍ଡରେ ଆଣି ପୁଣି ପଚରାଉଚରା କରିପାରେ। ଦରକାର ପଡ଼ିଲେ ଅଧିକ ପଚରାଉଚରା ପାଇଁ ଟିଟୋକୁ ମଧ୍ୟ ରିମାଣ୍ଡରେ ଆଣାଯାଇପାରେ ବୋଲି ଏସ୍‌ଟିଏଫ୍ ଏସ୍‌ପି ସୂଚନା ଦେଇଛନ୍ତି।

ଆଗକୁ ପାଟକୁରା ନିର୍ବାଚନ ଆସୁଥିବା ବେଳେ ୧୦ ମାସର ବ୍ୟବଧାନ ପରେ ହଠାତ କାହିଁକି ଏସଟିଏଫ୍ ସକ୍ରିୟ ହେଲା ବୋଲି ଟିଟୋର ଆଇନଜୀବୀ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story