ଅଟୋ ଓଲଟି ୨ ମୃତ, ୮ ଗୁରୁତର

ବୌଦ୍ଧ (ଦୀପକ ଅଦର): ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଳ ଘାଟିରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗାଁର କୁମାରୀ କହଁର ଓ ଗୁରୁ ମାଝି। ଲୋକପଡ଼ା ଗାଁର ୧୦ ଜଣ ଲୋକ ଅଟୋ ଯୋଗେ ଆଜି ଫୁଲବାଣୀକୁ ଠାକୁରାଣୀ ଯାତ୍ରା ଦେଖିବାକୁ […]

Hospital

Hospital

Jitendra Garnayak
  • Published: Tuesday, 31 May 2022
  • Updated: 31 May 2022, 08:08 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଳ ଘାଟିରେ ଘଟିଛି ଏହି ଦୁର୍ଘଟଣା।

ମୃତକ ଦ୍ୱୟ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗାଁର କୁମାରୀ କହଁର ଓ ଗୁରୁ ମାଝି।

ଲୋକପଡ଼ା ଗାଁର ୧୦ ଜଣ ଲୋକ ଅଟୋ ଯୋଗେ ଆଜି ଫୁଲବାଣୀକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିଲେ। ହେଲେ ପାଣିଶାଳ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତା’ସହିତ ମୃତଦେହ ଗୁଡ଼ିକୁ ବି ଡାକ୍ତରଖାନାକୁ ନେଇଥିଲା।

ପୁରୁଣା କଟକ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story