ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ୨୦୧୪ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ମାରି ଦିଆଯିବା ଘଟଣାରେ ମଙ୍ଗଳବାର ୨ ଜଣ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ମିଳିଛି। ଜଗତସିଂହପୁର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଫାଶି ଦଣ୍ଡାଦେଶ ପାଇଥିବା ଦୁଇ ଦୁଷ୍କର୍ମୀ ଓ ହତ୍ୟାକାରୀ ହେଉଛନ୍ତି ସେକ୍ ଆସିଫ୍ ଓ ସେକ୍ ଅକିଲ। ତେବେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ୨୦୧୪ […]

Jagatsinghpur Court

Jagatsinghpur Court

Jitendra Garnayak
  • Published: Tuesday, 29 November 2022
  • Updated: 29 November 2022, 05:21 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ୨୦୧୪ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ମାରି ଦିଆଯିବା ଘଟଣାରେ ମଙ୍ଗଳବାର ୨ ଜଣ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ମିଳିଛି। ଜଗତସିଂହପୁର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଫାଶି ଦଣ୍ଡାଦେଶ ପାଇଥିବା ଦୁଇ ଦୁଷ୍କର୍ମୀ ଓ ହତ୍ୟାକାରୀ ହେଉଛନ୍ତି ସେକ୍ ଆସିଫ୍ ଓ ସେକ୍ ଅକିଲ। ତେବେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

୨୦୧୪ ଅଗଷ୍ଟ ୨୧ ତାରିଖରେ ୮ ବର୍ଷର ଏକ ଝିଅକୁ ସେକ୍ ଆସିଫ୍ ଓ ସେକ୍‌ ଅକିଲ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଝିଅଟି ଚକୋଲେଟ୍ ନେଇ ଫେରୁଥିବା ବେଳେ ସେମାନେ ତାକୁ ଉଠାଇ ନେଇଥିଲେ। ତା’ପରେ ଦୁଷ୍କର୍ମ କରି ମାରି ଦେଇଥିଲେ।

ଏହି ଘଟଣାରେ ମୋଟ ୪ ଜଣଙ୍କ ନାଁରେ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଥିଲା। ଜଗତସିଂହପୁର ପକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଶୁଣାଣି ବେଳେ ୨୭ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ସେକ୍ ଆସିଫ୍ ଓ ସେକ୍ ଅକିଲ ଦୋଷୀ ସାବ୍ୟସ୍ତ ହୋଇ ଫାଶି ଦଣ୍ଡାଦେଶ ପାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ସେକ୍ କରିମ୍ ଓ ସେକ୍ ଆବିଦଙ୍କୁ କୋର୍ଟ ଖଲାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story