ଅପହୃତ ଯୁବକ ଉଦ୍ଧାର, ୨ ଗିରଫ

ପାଲଲହଡା: ଏକ ଅପହରଣ ଘଟଣାରେ ପାଲଲହଡା ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର। ବାକି ଟଙ୍କା ଆଦାୟ ପାଇଁ ଯୁବକଙ୍କୁ ଅପହରଣ କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ପୋଲିସ କହିଛି।

palalahara

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 11:59 AM IST

Related story