ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଖିଣ୍ଡା ପଞ୍ଚାୟତ ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପଞ୍ଚାୟତ ଅଧିକାରୀ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଉଥିବା ବେଳେ ବନ୍ତଳା ଥାନା ଖାଲଗାଁ ନିକଟରେ ଏହି ଲୁଟ୍‌ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

angul-loot

Rakesh Mallick
  • Published: Saturday, 15 April 2017
  • , Updated: 15 April 2017, 09:42 AM IST

Related story