ଚକୋଲେଟ୍‌ ଦେଇ ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ!

ସୋର (ଶଶିକାନ୍ତ ବେହେରା): ରକ୍ତ ସମ୍ପର୍କ ଭୁଲି ଚକୋଲେଟ୍‌ ଦେବା ବାହାନାରେ ଦୁଇ ଭଉଣୀଙ୍କୁ ନିଜ ଘରକୁ ଡାକି ନେଇ ଦାଦାପୁଅ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ନିନ୍ଦନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି। ଜଣଙ୍କର ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୭ ବର୍ଷ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମଙ୍ଗଳବାର ଦିନ ଦୁଇ […]

rape-in-khurda

rape-in-khurda

Manoranjan Sial
  • Published: Thursday, 04 July 2019
  • Updated: 04 July 2019, 10:13 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ରକ୍ତ ସମ୍ପର୍କ ଭୁଲି ଚକୋଲେଟ୍‌ ଦେବା ବାହାନାରେ ଦୁଇ ଭଉଣୀଙ୍କୁ ନିଜ ଘରକୁ ଡାକି ନେଇ ଦାଦାପୁଅ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ନିନ୍ଦନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି। ଜଣଙ୍କର ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୭ ବର୍ଷ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ମଙ୍ଗଳବାର ଦିନ ଦୁଇ ଭଉଣୀ ଖେଳୁଥିଲେ। ଏହି ସମୟରେ ସେମାନଙ୍କ ଦାଦାପୁଅ ଭାଇ ଚକୋଲେଟ ଦେବା ବାହାନାରେ ସେମାନଙ୍କୁ ନିଜ ଘରକୁ ଡାକି ନେଇଯାଇଥିଲା। ପ୍ରଥମେ ମୋବାଇଲ୍‌ରେ ସେ ଦୁଇ ଭଉଣୀଙ୍କୁ କାର୍ଟୁନ ଫିଲ୍ମ ଦେଖାଇଥିଲା। ପରେ ସେମାନଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଥିଲା ଅଭିଯୁକ୍ତ। ତା’ପରେ ସେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ସେ ଦୁଇ ଭଉଣୀଙ୍କୁ ଧମକ ଦେଇଥିଲା। ଏଥିରେ ଡରିଯାଇ ସେମାନେ ଏହି ଘଟଣା ସମ୍ପର୍କରେ କାହାକୁ କହିନଥିଲେ।

ଗତକାଲି ରାତିରେ ଦୁଇ ଭଉଣୀ ପରିସ୍ରା କରିବାକୁ ଯାଇଥିଲେ। ସେହି ସମୟରେ ସେମାନଙ୍କ ଯୌନାଙ୍ଗରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ପରେ ମାଆ ପଚାରିବାରୁ ଦୁଇ ଭଉଣୀ ତାଙ୍କୁ ପୂରା ଘଟଣା କହିଥିଲେ। ପୀଡ଼ିତାଙ୍କ ମାଆ ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚାରିଥିଲେ। ସେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story