ଷଡ଼ଯନ୍ତ୍ର କରୁଥିଲେ ନକ୍ସଲ; ହମ୍‌ଲା କଲେ ଯବାନ, ଦୁଇ ସଫା

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଆକ୍ରମଣ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଷଡ଼ଯନ୍ତ୍ର କରୁଥିଲେ ନକ୍ସଲ। ଏ ସମ୍ପର୍କରେ ଜାଣିପାରି ମଧ୍ୟ ରାତିରେ ସର୍ଚ୍ଚ ଅପରେସନ୍‌ କରିଥିଲା ଏସ୍‌ଓଜି ଓ ବିଏସ୍‌ଏଫ୍‌। ଏହି ଘମାଘୋଟ୍‌ ଅପରେସନ୍‌ରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି। ମୃତ ଦୁଇ ନକ୍ସଲଙ୍କ ପରିଚୟ ମିଳିପାରି ନାହିଁ। କୋରାପୁଟ୍‌ ଜିଲ୍ଲା ବୈପାରୀଗୁଡା ଥାନା ମାଳିପଦର ଓ ଅଟଳଗୁଡା ବନାଞ୍ଚଳରେ ନକ୍ସଲମାନେ ଆଡ୍ଡା ଜମାଥିବା ସୂଚନା ମିଳିଥିଲା। ସେହି […]

Koraput

Koraput

Manoranjan Sial
  • Published: Friday, 11 November 2022
  • Updated: 11 November 2022, 10:55 PM IST

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଆକ୍ରମଣ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଷଡ଼ଯନ୍ତ୍ର କରୁଥିଲେ ନକ୍ସଲ। ଏ ସମ୍ପର୍କରେ ଜାଣିପାରି ମଧ୍ୟ ରାତିରେ ସର୍ଚ୍ଚ ଅପରେସନ୍‌ କରିଥିଲା ଏସ୍‌ଓଜି ଓ ବିଏସ୍‌ଏଫ୍‌। ଏହି ଘମାଘୋଟ୍‌ ଅପରେସନ୍‌ରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି। ମୃତ ଦୁଇ ନକ୍ସଲଙ୍କ ପରିଚୟ ମିଳିପାରି ନାହିଁ।

କୋରାପୁଟ୍‌ ଜିଲ୍ଲା ବୈପାରୀଗୁଡା ଥାନା ମାଳିପଦର ଓ ଅଟଳଗୁଡା ବନାଞ୍ଚଳରେ ନକ୍ସଲମାନେ ଆଡ୍ଡା ଜମାଥିବା ସୂଚନା ମିଳିଥିଲା। ସେହି ତଥ୍ୟକୁ ଆଧାର କରି ଗୁରୁବାର ମଧ୍ୟ ରାତିରେ ଏସ୍‌ଓଜି ଓ ବିଏସ୍‌ଏଫ୍‌ ଯବାନମାନେ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ ପାଇଁ ଉକ୍ତ ବନାଞ୍ଚଳକୁ ଯାଇଥିଲା। ଯବାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ପ୍ରତି ଜବାବ ଦେଇଥିଲେ ଏସ୍‌ଓଜି ଯବାନ।

ଦୀର୍ଘ ସମୟ ଧରି ଦୁଇ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। କିଛି ସମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଏହା ପରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରିଥିଲା। ଫଳରେ ଉକ୍ତ ଜଙ୍ଗଲରୁ ଦୁଇ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ ଯବାନ। ମୃତ ନକ୍ସଲଙ୍କ ପରିଚୟ ମିଳିପାରି ନାହିଁ। ସେମାନେ ମାଲକାନଗିରି କିମ୍ୱା ଛତିଶଗଡ ରାଜ୍ୟର ହୋଇପାରନ୍ତି। ନକ୍ସଲଙ୍କ ମୃତଦେହକୁ  ବ୍ୟବଚ୍ଛେଦ ପାଇଁ ଜୟପୁର ଚିକିତ୍ସାଳୟରେ ରଖାଯାଇଛି। ୭୨ ଘଣ୍ଟା ଭିତରେ ଯଦି କେହି ଦାବିଦାର ନ ଆସନ୍ତି, ତାହାହେଲେ ନିୟମ ମୁତାବକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଗଣମାଧ୍ୟମକୁ ସୂଚନା ଦେଇଛି।

ଅନ୍ୟପକ୍ଷରେ ମାଳିପଦର ଓ ଅଟଳଗୁଡା ଜଙ୍ଗଲରେ ଥିବା ନକ୍ସଲ କ୍ୟାମ୍ପରୁ ୩ ବନ୍ଧୁକ, ୧ଟି ଟିଫିନ୍‌ ବୋମା, ଦୁଇଟି ନକ୍ସଲ ପୋଷାକ, ୫ ଟି ଡିଟୋନେଟର, ଗୋଟିଏ ବଣ୍ଡଲ ତାର, ଗୋଟିଏ ମ୍ୟାନପ୍ୟାକ, ତିନିଟି ଖୋକା, ୧୦ ବସ୍ତା ଗଞ୍ଜେଇ, ମୋବାଇଲ୍‌ ଚାର୍ଜର,  ତେଲୁଗୁ, ହିନ୍ଦି, ଓଡ଼ିଆ ନକ୍ସଲ ପୁସ୍ତକ ଜବତ କରିଛି। କ୍ୟାମ୍ପରୁ ଗଞ୍ଜେଇ ବସ୍ତା ଜବତ ହୋଇଥିବାରୁ ନକ୍ସଲମାନେ ଗଞ୍ଜେଇ ବିକ୍ରି କରିବାକୁ ଉଦ୍ୟମ କରୁଥିବା ପୁଲିସ୍‌ ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story