ଘରେ ପଶି ଦଳି ଦେଲା ହାତୀ

ସମ୍ବଲପୁର (ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା କେଶାପାଲି ପଞ୍ଚାୟତର କୁଲ ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉର୍ମିଳା ମିର୍ଦ୍ଧା ଓ ତାଙ୍କ ନାତୁଣୀ ରଶ୍ମିତା ମାଝୀ। ସେହିପରି ହାତୀ ଆକ୍ରମଣରେ ଉର୍ମିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଏମାନେ ସମସ୍ତ ଶୋଇଥିବା […]

Deadbody

Deadbody

Tapaswini Nayak
  • Published: Wednesday, 01 April 2020
  • Updated: 01 April 2020, 10:06 AM IST

ସମ୍ବଲପୁର (ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା କେଶାପାଲି ପଞ୍ଚାୟତର କୁଲ ଗାଁରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉର୍ମିଳା ମିର୍ଦ୍ଧା ଓ ତାଙ୍କ ନାତୁଣୀ ରଶ୍ମିତା ମାଝୀ। ସେହିପରି ହାତୀ ଆକ୍ରମଣରେ ଉର୍ମିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଏମାନେ ସମସ୍ତ ଶୋଇଥିବା ବେଳେ ହାତୀଟି କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଉର୍ମିଳା ଓ ତାଙ୍କ ନାତୁଣୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତା’ସହିତ ଆହତ ବୃଦ୍ଧଙ୍କୁ ଡାକ୍ତରଖାନା ପଠାଇଥିଲେ।

ସୂଚନାଯୋଗ୍ୟ, ମୃତ ରଶ୍ମିତା ଅଜା ଘରେ ରହି ପାଠ ପଢ଼ୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story