ଆସନ୍ତାକାଲି ଶ୍ରୀକ୍ଷେତ୍ରରୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ ରେଲ୍‌ୱେ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଣିବ। ଗୋଟିଏ ଟ୍ରେନ୍‌ ପୁରୀଠାରୁ ପଲାସା ମଧ୍ୟରେ ଚାଲିବ। ଏହି ଟ୍ରେନ୍‌ କାଲି ଅପରାହ୍ନ ୨ଟାରେ ପୁରୀରୁ ଛାଡ଼ି ପଲାସା […]

railwaya

railwaya

Manoranjan Sial
  • Published: Monday, 11 November 2019
  • Updated: 12 November 2019, 08:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ ରେଲ୍‌ୱେ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଣିବ। ଗୋଟିଏ ଟ୍ରେନ୍‌ ପୁରୀଠାରୁ ପଲାସା ମଧ୍ୟରେ ଚାଲିବ। ଏହି ଟ୍ରେନ୍‌ କାଲି ଅପରାହ୍ନ ୨ଟାରେ ପୁରୀରୁ ଛାଡ଼ି ପଲାସା ଅଭିମୁଖେ ଯାତ୍ରା କରିବ। ସେହିପରି ଆସନ୍ତାକାଲି ପୁରୀ-ଖୋର୍ଦ୍ଧାରୋଡ୍‌ ପାସେଞ୍ଜର ନୟାଗଡ଼ ଟାଉନ୍‌ ପର୍ଯ୍ୟନ୍ତ ଯିବ। ଖୋର୍ଦ୍ଧା ରୋଡ୍‌ରୁ ନୟାଗଡ଼ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଯାତ୍ରା କରିବ।

ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ସହ ଧର୍ମମାସର ଶେଷ ସୋମବାର। ରତ୍ନସିଂହାସନରେ ଲକ୍ଷ୍ମୀ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ। ସେଥିପାଇଁ ଆଜି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ସେପଟେ ରାତି ପାଇଲେ କାର୍ତ୍ତିକ ପୂର୍ଣ୍ଣିମା। ମହୋଦଧି ଓ ପଞ୍ଚତୀର୍ଥରେ ସ୍ନାନପୂର୍ବକ ଧର୍ମଡ଼ଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଏଥିପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁରକ୍ଷା ଦୃଷ୍ଟିରେ ପୁରୀରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଶେଷକରି ଡ଼ଙ୍ଗା ଭସାଇବା ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story