ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ୧୨ ଘଣ୍ଟିଆ ଉଦଳା ବନ୍ଦ

ଉଦଳା: ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଦଳା ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ପକ୍ଷରୁ ଉଦଳା ଥାନା ଆଇଆଇସି ଓ ଏସ୍‌ଆଇଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ବନ୍ଦ ଡାକରାରେ ଉଦଳା ଅଟୋସଂଘ, କାର୍ ଓ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇଛି। ଫଳରେ ସହରର ଦୋକାନ ବଜାର ବନ୍ଦ ରହିବା […]

udala-bandh

udala-bandh

Rakesh Mallick
  • Published: Monday, 25 April 2016
  • Updated: 25 April 2016, 06:07 AM IST

Sports

Latest News

udala-bandhଉଦଳା: ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉଦଳା ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବଣିକ ସଂଘ ପକ୍ଷରୁ ଉଦଳା ଥାନା ଆଇଆଇସି ଓ ଏସ୍‌ଆଇଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ବନ୍ଦ ଡାକରାରେ ଉଦଳା ଅଟୋସଂଘ, କାର୍ ଓ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇଛି। ଫଳରେ ସହରର ଦୋକାନ ବଜାର ବନ୍ଦ ରହିବା ସହିତ ବସ୍ ଓ ଅନ୍ୟ ଯାନବାହାନ ଚଳାଚଳ ବନ୍ଦ ରହିଛି।  ଆନ୍ଦୋଳନକାରୀମାନେ ଉଦଳା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଉଦଳା ବଣିକ ସଂଘର ସଦସ୍ୟ ସୋମନାଥ ସାହୁ କହିଛନ୍ତି,“ଉଦଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସହରରେ ଚୋରି, ଡକାୟତି, ଛିନ୍‌ତାଇ ଆଦି ବଢ଼ିଯାଇଛି। ଏ ଘଟଣାକୁ ରୋକିବାକୁ ଓ ଦୃର୍ବୃତ୍ତମାନଙ୍କୁ ଧରିବାକୁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ। ଏହାକୁ ପ୍ରତିବାଦ କରି ଆମେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛୁ। ଆମ ଦାବି ପୂରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନ ଦାୟୀ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story