ସରିଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ଉପ-ନିର୍ବାଚନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ପାଇଁ ଆଜି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଫଳାଫଳ ଘୋଷଣା କରାଯିବ।

ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିବା ବେଳେ ବିଜେଡିରୁ ଭାନୁମତୀ ମଜୁମଦାର ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ଆଭା ପାଣ୍ଡେ ଓ ବିଜେପିରୁ ସୀମା ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି।

ଗତ ମ୍ୟୁନିସିପାଲିଟି ନିର୍ବାଚନରେ ମୋଟ ୧୪ଟି ଆସନରୁ ବିଜେଡି ସର୍ବାଧିକ ୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି ଓ ବିଜେପି ମାତ୍ର ଗୋଟିଏ ଆସନ ଜିତି ଥିଲା।

ଗତ ମ୍ୟୁନିସିପାଲିଟି ନିର୍ବାଚନରେ ୧୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ପ୍ରୀତିଲତା ପାଣ୍ଡେ ବିଜୟୀ ହୋଇଥିଲେ। ତେବେ ସେ ସରକାରୀ ଚାକିରି ପାଇବା ପରେ କିଛି ଦିନ ତଳେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେଥିପାଇଁ ଏହି ଆସନରେ ଉପ-ନିର୍ବାଚନ କରାଯାଉଛି।

ଆହୁରି ପଢ଼ନ୍ତୁ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କୁ ଘନଘନ ଜେରା

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ…

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ