ସରିଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ଉପ-ନିର୍ବାଚନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ପାଇଁ ଆଜି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଫଳାଫଳ ଘୋଷଣା କରାଯିବ। ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିବା ବେଳେ ବିଜେଡିରୁ ଭାନୁମତୀ ମଜୁମଦାର ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ଆଭା ପାଣ୍ଡେ ଓ ବିଜେପିରୁ ସୀମା ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି। ଗତ ମ୍ୟୁନିସିପାଲିଟି ନିର୍ବାଚନରେ ମୋଟ ୧୪ଟି ଆସନରୁ ବିଜେଡି ସର୍ବାଧିକ ୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି ଓ ବିଜେପି […]

umerkot

umerkot

Rakesh Mallick
  • Published: Friday, 03 June 2016
  • Updated: 03 June 2016, 06:05 PM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ପାଇଁ ଆଜି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଫଳାଫଳ ଘୋଷଣା କରାଯିବ।

ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିବା ବେଳେ ବିଜେଡିରୁ ଭାନୁମତୀ ମଜୁମଦାର ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ଆଭା ପାଣ୍ଡେ ଓ ବିଜେପିରୁ ସୀମା ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି।

ଗତ ମ୍ୟୁନିସିପାଲିଟି ନିର୍ବାଚନରେ ମୋଟ ୧୪ଟି ଆସନରୁ ବିଜେଡି ସର୍ବାଧିକ ୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି ଓ ବିଜେପି ମାତ୍ର ଗୋଟିଏ ଆସନ ଜିତି ଥିଲା।

ଗତ ମ୍ୟୁନିସିପାଲିଟି ନିର୍ବାଚନରେ ୧୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ପ୍ରୀତିଲତା ପାଣ୍ଡେ ବିଜୟୀ ହୋଇଥିଲେ। ତେବେ ସେ ସରକାରୀ ଚାକିରି ପାଇବା ପରେ କିଛି ଦିନ ତଳେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେଥିପାଇଁ ଏହି ଆସନରେ ଉପ-ନିର୍ବାଚନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story