ବିଜେଡି-ବିଜେପିର ଅଘୋଷିତ ମେଣ୍ଟ ଗଣତନ୍ତ୍ର ପାଇଁ ବିପଦ: ସିପିଆଇ(ଏମ୍)

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ ଜରିଆରେ ବିଜେଡି – ବିଜେପି ମଧ୍ୟରେ ଗଢ଼ି ଉଠିଥିବା ଅଘୋଷିତ ମେଣ୍ଟ ଧୀରେ ଧୀରେ ଲୋକଲୋଚନକୁ ଆସୁଛି ବୋଲି ସି.ପି.ଆଇ.(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି। ଗତ ନିର୍ବାଚନ ସମୟରେ ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଥିଲା ଯେ ନିର୍ବାଚନ ପରବର୍ତ୍ତୀ କାଳରେ ବିଜେଡି-ବିଜେପି ମଧ୍ୟରେ ନୀତିହୀନ ମେଣ୍ଟ ଗଢ଼ି ଉଠିବ ଓ ଏବେ ତାହା ହିଁ ଘଟୁଛି ବୋଲି ସେ […]

undeclared-alliance-between-bjd-and-bjp-in-odisha-does-not-augur-well-for-democracy-says-cpm

Manoranjan Sial
  • Published: Saturday, 22 June 2019
  • Updated: 22 June 2019, 03:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ ଜରିଆରେ ବିଜେଡି - ବିଜେପି ମଧ୍ୟରେ ଗଢ଼ି ଉଠିଥିବା ଅଘୋଷିତ ମେଣ୍ଟ ଧୀରେ ଧୀରେ ଲୋକଲୋଚନକୁ ଆସୁଛି ବୋଲି ସି.ପି.ଆଇ.(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି। ଗତ ନିର୍ବାଚନ ସମୟରେ ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଥିଲା ଯେ ନିର୍ବାଚନ ପରବର୍ତ୍ତୀ କାଳରେ ବିଜେଡି-ବିଜେପି ମଧ୍ୟରେ ନୀତିହୀନ ମେଣ୍ଟ ଗଢ଼ି ଉଠିବ ଓ ଏବେ ତାହା ହିଁ ଘଟୁଛି ବୋଲି ସେ କହିଛନ୍ତି।

ଏହି ବିବୃତିରେ ଆହୁରି କୁହାଯାଇଛି, "ଲୋକସଭା ବାଚସ୍ପତି ନିର୍ବାଚନ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉପରେ ବିଜେପିର ପ୍ରସ୍ତାବକୁ ବିଜେଡି ପୂର୍ଣ୍ଣ ପ୍ରାଣରେ ସମର୍ଥନ କରି, ଏହି ଅଘୋଷିତ ମେଣ୍ଟର ସୁତ୍ରପାତ କରାଇଛି। ଏବେ ରାଜ୍ୟସଭାର ତିନୋଟି ଆସନ ନିର୍ବାଚନ କ୍ଷେତ୍ରରେ ବିଜେପିର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରିବା ଏହି ପ୍ରକ୍ରିୟାର ଆଉ ଏକ ଅଧ୍ୟାୟ। ପାଟକୁରା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ କରିବ ବୋଲି ମଧ୍ୟ ସ୍ପଷ୍ଟ ହୋଇଗଲାଣି। ରାଜ୍ୟର ରାଜନୀତିକୁ ବିଜେପି ଓ ବିଜେଡି ମଧ୍ୟରେ ଦ୍ୱିମେରୁ ବିଶିଷ୍ଟ କରିବା ପାଇଁ ଉଭୟ ଦଳ ଚେଷ୍ଟା ଚଳାଇଛନ୍ତି। ଓଡିଶା ରାଜନୀତିରେ ଏହିଭଳି ନୀତିହୀନ, ମତାଦର୍ଶହୀନ ମେଣ୍ଟ ଅତୀତରେ ମଧ୍ୟ ହୋଇଛି। କ୍ଷମତା ପାଇଁ ପାଗଳ ହୋଇ ଉଠୁଥିବା ନେତାମାନଙ୍କ ପକ୍ଷରେ ଏହା ସମ୍ଭବ ହୋଇଥାଏ।"

ଏହି ପ୍ରକ୍ରିୟା ଗଣତନ୍ତ୍ର ପାଇଁ ବିପଦ ଆଣିଦେବ ବୋଲି ସି.ପି.ଆଇ.(ଏମ୍) ପକ୍ଷରୁ ଚେତାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story