ବ୍ରିଟିଶ ବିରୋଧୀ ଲଢ଼େଇର ମଙ୍ଗୁଆଳ ଆନ୍ଧ୍ର ନା ଓଡ଼ିଆ ପାଇକ ?

ଭୁବନେଶ୍ୱର : ସଶସ୍ତ୍ର ଗଣ ବିପ୍ଳବର ଚିତ୍ର । ଯୁଦ୍ଧ ଆଉ ରକ୍ତପାତ। ସ୍ପଷ୍ଟ ବାରି ହେଉଛି ଗୋରା ସରକାର ବିରୋଧରେ ତୁମୁଳ ସଂଗ୍ରାମ ଓ ସଂଘର୍ଷର କାହାଣୀ । ଯାହାକୁ ଦର୍ଶାଯାଇଛି ଏକ ସିନେମାରେ। ଏହି ସିନେମାର ଟ୍ରେଲର, ଯାହାକୁ ନେଇ ଛିଡ଼ା ହୋଇଛି ବିବାଦ। ଓଡ଼ିଆଙ୍କ ସ୍ୱାଭିମାନ ଉପରେ କରିଛି କୁଠାରଘାତ। ପାଇକ ସଂପ୍ରଦାୟର ଇତିହାସ ଉପରେ ଛିଡ଼ା କରାଇଛି ପ୍ରଶ୍ନବାଚୀ । ସିନେମାର ନାଁ ‘ସେ ରା’। ଯେଉଁଥିରେ ଅଭିନୟ କରୁଛନ୍ତି ମେଗାଷ୍ଟାର […]

film.jpg-1

film.jpg-1

Tapas Behera
  • Published: Sunday, 22 September 2019
  • Updated: 22 September 2019, 09:29 PM IST

Sports

Latest News

ଭୁବନେଶ୍ୱର : ସଶସ୍ତ୍ର ଗଣ ବିପ୍ଳବର ଚିତ୍ର । ଯୁଦ୍ଧ ଆଉ ରକ୍ତପାତ। ସ୍ପଷ୍ଟ ବାରି ହେଉଛି ଗୋରା ସରକାର ବିରୋଧରେ ତୁମୁଳ ସଂଗ୍ରାମ ଓ ସଂଘର୍ଷର କାହାଣୀ । ଯାହାକୁ ଦର୍ଶାଯାଇଛି ଏକ ସିନେମାରେ। ଏହି ସିନେମାର ଟ୍ରେଲର, ଯାହାକୁ ନେଇ ଛିଡ଼ା ହୋଇଛି ବିବାଦ। ଓଡ଼ିଆଙ୍କ ସ୍ୱାଭିମାନ ଉପରେ କରିଛି କୁଠାରଘାତ।

ପାଇକ ସଂପ୍ରଦାୟର ଇତିହାସ ଉପରେ ଛିଡ଼ା କରାଇଛି ପ୍ରଶ୍ନବାଚୀ । ସିନେମାର ନାଁ ‘ସେ ରା’। ଯେଉଁଥିରେ ଅଭିନୟ କରୁଛନ୍ତି ମେଗାଷ୍ଟାର ଚିରଞ୍ଜୀବଙ୍କ ସମେତ ଅଭିତାଭ ବଚ୍ଚନ। ‘ସେ ରା’ରେ ଆନ୍ଧ୍ରର ନରସିଂହ୍ମା ରେଡ୍ଡୀଙ୍କୁ ଜଣେ ଯୋଦ୍ଧା ଏବଂ ସାହସୀ ବୋଲି ଦର୍ଶାଯିବା ସହ ନରସିଂହ୍ମାଙ୍କ ଦ୍ୱାରା ୧୮୪୬ରେ ସଂଘଟିତ ବିଦ୍ରୋହକୁ ପ୍ରଥମ ବୋଲି ଚିତ୍ରଣ କରାଯାଇଛି। ତେବେ ଇତିହାସରେ ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ବୋଲି କୁହାଯାଉଥିବାବେଳେ କେଉଁ ତଥ୍ୟ ଏବଂ ପ୍ରମାଣ ଆଧାରରେ ଫିଲ୍ମ ନିର୍ମାତା ସୁରେନ୍ଦର ରେଡ୍ଡୀ ନରସିହ୍ମାଙ୍କ ଏହି ବିଦ୍ରୋହକୁ ପ୍ରଥମ ବୋଲି ଚିତ୍ରଣ କରିଛନ୍ତି, ତାକୁ ନେଇ ଏବେ ଓଡ଼ିଶାରେ ଉଦବେଗ ପ୍ରକାଶ ପାଇଛି।

୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ରେ ବ୍ରିଟିଶ୍ ବିରୋଧରେ ଓଡ଼ିଆ ବୀର ପାଇକ ଦେଖାଇଥିଲେ ପରାକ୍ରମୀ ସଂଗ୍ରାମ । ଗୋରା ସରକାର ବିରୋଧରେ ସଂଘଟିତ ଏଇ ସଶସ୍ତ୍ର ଗଣ ବିପ୍ଳବରେ ଝାସ ଦେଇଥିଲେ ସଂଗ୍ରାମୀ ବୀର ପାଇକ। ବହିଥିଲା ରକ୍ତର ନଦୀ । ଯାହାର ପ୍ରତିଟି ଘଟଣା ବର୍ଣ୍ଣିତ ରହିଛି ଭାରତୀୟ ଇତିହାସରେ । ସେହି ପାଇକ ବିଦ୍ରୋହର ଦୁଇ ଶହ ତମ ପୂର୍ତ୍ତିକୁ ପାଳିବା ପାଇଁ ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର ହୋଇଉଠିଥିଲା ।

ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ବଖାଣିଥିଲେ ପାଇକ ବିଦ୍ରୋହର ଗାଥାକୁ। ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟ୍‌ଲୀ ମଧ୍ୟ ଦୁଇ ଶହ ବର୍ଷ ପୂତ୍ତି ପାଇଁ ବଜେଟ୍‌ରେ ଦୁଇ ଶହ କୋଟିର ବ୍ୟୟବରାଦ କରିଥିଲେ। ହେଲେ ଆଜି କିନ୍ତୁ ଆନ୍ଧ୍ରରେ ହୋଇଥିବା ସଂଗ୍ରାମକୁ ଦେଶର ପ୍ରଥମ ସଂଗ୍ରାମ ବୋଲି ଅଭିହିତ କରି ସିନେମା ନିର୍ମାଣ କରାଯାଇଥିବାବେଳେ ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ।

ଆସନ୍ତା ଗାନ୍ଧୀ ଜୟନ୍ତୀରେ ୪ଟି ଭାଷାରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମକୁ ସେନ୍‌ସରବୋର୍ଡ କେଉଁ ଆଧାରରେ ଅନୁମତି ଦେଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ତେବେ ଏନେଇ ଏହି ଫିଲ୍ମର ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story