ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ହେଲେ ଉପେନ୍ଦ୍ର ତ୍ରିପାଠୀ, ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକ କ୍ୟାଡ଼ରର ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟ ସରକାର ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ମଧ୍ୟ ରହିବେ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମଧ୍ୟ ମିଳିବ। ଶିକ୍ଷାବିତ୍ ବିଜୟ କୁମାର ସାହୁଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡ଼ିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

6-1

6-1

Ordigital Desk
  • Published: Monday, 02 August 2021
  • Updated: 03 August 2021, 10:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ଣ୍ଣାଟକ କ୍ୟାଡ଼ରର ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟ ସରକାର ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ମଧ୍ୟ ରହିବେ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମଧ୍ୟ ମିଳିବ। ଶିକ୍ଷାବିତ୍ ବିଜୟ କୁମାର ସାହୁଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡ଼ିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୯୮୦ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା(ଶିକ୍ଷା) ଭାବେ କାର୍ଯ୍ୟ କରିବେ। ସେ ସ୍ୱେଚ୍ଛାକୃତ ଭାବେ ନିଜର ଗୃହ ରାଜ୍ୟ ଓଡ଼ିଶା ପାଇଁ କାର୍ଯ୍ୟ କରିବେ ଓ କୌଣସି ଦରମା ନେବେ ନାହିଁ। ଆନ୍ତର୍ଜାତିକ ଓ ସ୍ଥାନୀୟସ୍ତରରେ ତାଙ୍କର ରହିଥିବା ଅଭିଜ୍ଞତାକୁ ଆଧାର କରି  ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। ଶ୍ରୀ ତ୍ରିପାଠୀ ଆନ୍ତର୍ଜାତିକ ସୋଲାର ଆଲାଏନ୍ସର ପ୍ରଥମ ତଥା ପ୍ରତିଷ୍ଠାତା ଡିଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ପବ୍ଲିକ୍ ଆଡମିନିଷ୍ଟ୍ରେସନ(ସାଧାରଣ ପ୍ରଶାସନ) କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନଜନକ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ମିଳିଛି। ସେ ପ୍ରଶାସନିକ ସେବାରେ ରହି ଅନେକଗୁଡ଼ିକ ପୁରସ୍କାର ହାସଲ କରିଛନ୍ତି । ସେ କେନ୍ଦ୍ର ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିବା ସହ ବ୍ରସେଲସସ୍ଥିତ ଭାରତୀୟ ଦୂତାବାସରେ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଶ୍ରୀ ତ୍ରିପାଠୀଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ରମ୍ଭା ନିକଟବର୍ତ୍ତୀ କାହାକାପୁର ଗାଁରେ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଜେଏନୟୁ  ବିଶ୍ୱବିଦ୍ୟାଳୟ  ଓ କାନାଡ଼ାର ସେରଲଟନ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି।ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ସେ ନିଜର ଦକ୍ଷତାର ଉପଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ , ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ତ୍ରିପାଠୀ କେବଳ ମାସିକ ଦରମା ନେବେ ନାହିଁ କିନ୍ତୁ ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର୍ସ ସମେତ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସରକାରୀ ସୁବିଧାସୁଯୋଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story