ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଏଲବ୍ରସରେ ଚଢି ଇତିହାସ ରଚିଲେ ଗଣେଷ

ଭୁବନେଶ୍ୱର: ପାରଳାଖେମୁଣ୍ଡି ବି ସୀତାପୁର ଅଞ୍ଚଳର ପର୍ବତାରୋହୀ ଗଣେଷ ଚନ୍ଦ୍ର ଜେନା ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଋଷିଆରେ ଅବସ୍ଥିତ ଏଲବ୍ରସ ୬,୬୪୨ ମିଟର ତଥା ୧୮.୫୧୦ ମିଟରକୁ ଅତିକ୍ରମ କରି ବିଶ୍ୱର ବିରଳ କ୍ଲବରେ ସାମିଲ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହାକୁ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛନ୍ତି। ଏଲବ୍ରସ ଆରୋହଣ ବା ଟ୍ରାଭର୍ସ କ୍ଲାଇମ୍ୱିଂ ହେଉଛି ଗୋଟିଏ ପାର୍ଶ୍ୱରୁ ଚଢି ଅନ୍ୟ ପାର୍ଶ୍ୱରେ ଖସିବା। ଏହି ଅଭିଯାନରେ ଯାଇଥିବା ୬ ଜଣିଆ ଭାରତୀୟ […]

Ganesh

Ganesh

Rakesh Mallick
  • Published: Monday, 03 August 2015
  • Updated: 03 August 2015, 03:04 PM IST

Sports

Latest News

ଭୁବନେଶ୍ୱର: ପାରଳାଖେମୁଣ୍ଡି ବି ସୀତାପୁର ଅଞ୍ଚଳର ପର୍ବତାରୋହୀ ଗଣେଷ ଚନ୍ଦ୍ର ଜେନା ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଋଷିଆରେ ଅବସ୍ଥିତ ଏଲବ୍ରସ ୬,୬୪୨ ମିଟର ତଥା ୧୮.୫୧୦ ମିଟରକୁ ଅତିକ୍ରମ କରି ବିଶ୍ୱର ବିରଳ କ୍ଲବରେ ସାମିଲ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହାକୁ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛନ୍ତି। ଏଲବ୍ରସ ଆରୋହଣ ବା ଟ୍ରାଭର୍ସ କ୍ଲାଇମ୍ୱିଂ ହେଉଛି ଗୋଟିଏ ପାର୍ଶ୍ୱରୁ ଚଢି ଅନ୍ୟ ପାର୍ଶ୍ୱରେ ଖସିବା। ଏହି ଅଭିଯାନରେ ଯାଇଥିବା ୬ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଗଣେଷ। ସେ ୧୯୯୫ରୁ ପର୍ବତାରୋହଣ ଆରମ୍ଭ କରିଥିବାବେଳେ ବିଦେଶରେ ଏହା ତାଙ୍କର ତୃତୀୟ ପର୍ବତାରୋହଣ ସଫଳତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story