ଯାତ୍ରା କରିବାକୁ ଯାଇଥିଲା ବେଳେ ଅଡୁଆରେ ପଡିଲେ, ଥାନାରେ ମାମଲା

ଅନୁଗୁଳ(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଛି। ଅନୁଗୁଳ ଜିଲ୍ଲା କଣିହାଁ ନିକଟ ଡେରଙ୍ଗରେ ଘଟିଛି ଏହି ଅଘଟଣ। ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଛନ୍ତି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ କଣିହା ଥାନାରେ ଏତଲା ଦେଇଛନ୍ତି ଉଷସୀ। କଣିହାଁ ଭାରପ୍ରାପ୍ତ ଥାନା ଅଧିକାର ସୁକାନ୍ତି କେରକେଟା ଏତଲା […]

usasi

usasi

Rakesh Mallick
  • Published: Monday, 23 April 2018
  • Updated: 23 April 2018, 12:30 PM IST

Sports

Latest News

ଅନୁଗୁଳ(ଓଡିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଛି। ଅନୁଗୁଳ ଜିଲ୍ଲା କଣିହାଁ ନିକଟ ଡେରଙ୍ଗରେ ଘଟିଛି ଏହି ଅଘଟଣ।

ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଛନ୍ତି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ କଣିହା ଥାନାରେ ଏତଲା ଦେଇଛନ୍ତି ଉଷସୀ।

କଣିହାଁ ଭାରପ୍ରାପ୍ତ ଥାନା ଅଧିକାର ସୁକାନ୍ତି କେରକେଟା ଏତଲା ପାଇଥିବା କଥା ସ୍ୱୀକାର କରିଥିବା ବେଳେ ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।

https://youtu.be/LRB5VlQjxks

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story