ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରହ୍ମୋସ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଚାନ୍ଦିପୁର ITRର ୩ ନଂ ଲଞ୍ଚପ୍ୟାଡରୁ ଦିନ ୧୦ଟା ୩୦ ମିନିଟ୍‌ରେ ଏହାକୁ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍‌ ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର୍ ରହିଛି। ଭାରତ ଏବଂ ରୂଷିଆର ମିଳିତ ସହଯୋଗରେ ନିର୍ମାଣ ହୋଇଥିବା ଏହି ମିସାଇଲ୍ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ମାତ୍ ଦେବାର କ୍ଷମତା ରଖିଛି।

users-trial-of-brahmos-missile-successful

Manoranjan Sial
  • Published: Tuesday, 04 June 2019
  • Updated: 04 June 2019, 07:34 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରହ୍ମୋସ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଚାନ୍ଦିପୁର ITRର ୩ ନଂ ଲଞ୍ଚପ୍ୟାଡରୁ ଦିନ ୧୦ଟା ୩୦ ମିନିଟ୍‌ରେ ଏହାକୁ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍‌ ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର୍ ରହିଛି। ଭାରତ ଏବଂ ରୂଷିଆର ମିଳିତ ସହଯୋଗରେ ନିର୍ମାଣ ହୋଇଥିବା ଏହି ମିସାଇଲ୍ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ମାତ୍ ଦେବାର କ୍ଷମତା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos