ଉତ୍କଳ ଦିବସ ପାଳନ ପାଇଁ ବିଜେଡି ଓ ବିଜେପିର ଛକାପଞ୍ଝା

ଭୁବନେଶ୍ୱର: ଉତ୍କଳ ଦିବସରେ ରାଜନୀତିରେ ଛିଟା ଲାଗିଛି। ଉତ୍କଳର ସଂସ୍କୃତିକୁ ମନେ ପକାଇବା ପାଇଁ ସମାରୋହ ପାଳନ ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ଛକାପଞ୍ଝା। ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜ ନିଜର ପତିଆରା ଜାହିର ପାଇଁ ପ୍ଲାନିଂ କରୁଛନ୍ତି। ପ୍ରଥମ ଥର ପାଇଁ ବିଜେଡି ଜିଲ୍ଲାସ୍ତରରେ ଉତ୍କଳ ଦିବସ ସମାରୋହ ପାଳନ କରିବ। ଏଥିରେ ଯୋଗଦେବେ ମନ୍ତ୍ରୀ ଓ ନବ ନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷ। ଏହାକୁ ଟକ୍କର ଦେଇ ଭୁବନେଶ୍ୱରରେ […]

bjd+bjp

bjd+bjp

Rakesh Mallick
  • Published: Friday, 31 March 2017
  • Updated: 31 March 2017, 10:58 PM IST

Sports

Latest News

ଭୁବନେଶ୍ୱର: ଉତ୍କଳ ଦିବସରେ ରାଜନୀତିରେ ଛିଟା ଲାଗିଛି। ଉତ୍କଳର ସଂସ୍କୃତିକୁ ମନେ ପକାଇବା ପାଇଁ ସମାରୋହ ପାଳନ ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ଛକାପଞ୍ଝା। ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜ ନିଜର ପତିଆରା ଜାହିର ପାଇଁ ପ୍ଲାନିଂ କରୁଛନ୍ତି। ପ୍ରଥମ ଥର ପାଇଁ ବିଜେଡି ଜିଲ୍ଲାସ୍ତରରେ ଉତ୍କଳ ଦିବସ ସମାରୋହ ପାଳନ କରିବ। ଏଥିରେ ଯୋଗଦେବେ ମନ୍ତ୍ରୀ ଓ ନବ ନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷ। ଏହାକୁ ଟକ୍କର ଦେଇ ଭୁବନେଶ୍ୱରରେ ଭବ୍ୟ ସମାରୋହ ଆୟୋଜନ କରୁଛି ବିଜେପି। ଏଥିରେ ଯୋଗେଦେବ କେନ୍ଦ୍ର ମନ୍ତ୍ରୀ ଓ ବଲିଉଡ୍‌ ସିଙ୍ଗର।

ଉତ୍କଳ ଦିବସ ପାଳନ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଏହାଛଡା ବଲିଉଡ୍‌ ଗାୟକ ଉଦିତ ନାରାୟଣ ମଧ୍ୟ ଯୋଗଦେଇ ସଂଗୀତ ପରିବେଷଣ କରିବେ। ପରେ ଦୁଇ ମନ୍ତ୍ରୀ ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଉତ୍କଳ ଦିବସ ପାଇଁ ପର୍ଯ୍ୟାୟକ୍ରମେ ଏମିତି ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରିଛି ବିଜେପି। ଏହା ସହ ରାଜ୍ୟର ୯୯୯ ଜୋନରେ ବି ଦଳ ଧୂମ୍‌ଧାମରେ ଉତ୍କଳ ଦିବସ ପାଳୁଛି। ବିଜେପିର ଏହି ଭବ୍ୟ ଆୟୋଜନରେ ରାଜନୀତିର ଗନ୍ଧ ବାରୁଛି ବିଜେଡି।

ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପି ଉତ୍କଳ ଦିବସ ପାଳନ କରୁଛି।”

ଉତ୍କଳ ଦିବସକୁ ପ୍ରଥମ ଥର ପାଇଁ ଜିଲ୍ଲସ୍ତରରେ ପାଳନ କରିବେ ରାଜ୍ୟ ସରକାର। ରାଜଧାନୀରେ ଉତ୍କଳ ଦିବସ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମନ୍ତ୍ରୀ। କେତେକ ସ୍ଥାନରେ ନବ ନିର୍ବାଚିତ ପ୍ରତିନିଧି ମୁଖ୍ୟଅତିଥିଭାବେ ଯୋଗଦେବେ। ବଲିଉଡ୍‌ ସିଙ୍ଗରଙ୍କୁ ଟକ୍କର ଦେବା ପାଇଁ ଓଡ଼ିଆ ଗାୟକ ଋତୁରାଜ, ସୋନମ, ହରିହର ପ୍ରମୁଖ ଉତ୍କଳ ମଣ୍ଡପରେ ସଂଗୀତ ପରିବେଷଣ କରିବେ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ଉତ୍କଳ ଦିବସକୁ ସମସ୍ତେ ମନେଇବାର ଅଧିକାର ରହିଛି। ଆମେ ଏହି ଦିବସକୁ ପାଳନ କରିବା ପାଇଁ ଯୋଜନା କଲା ବେଳେ ସେମାନେ ଆରମ୍ଭ କରୁଛନ୍ତି। ଏଥିରୁ ଜଣାପଡ଼ୁଛି ୧୭ ବର୍ଷ ଭିତରେ ସେମାନେ ଓଡ଼ିଶାକୁ ଯେଉଁ ଉପେକ୍ଷ କରିଛନ୍ତି ତାହା ସେମାନଙ୍କୁ ଘାରିଛି।”

ଉତ୍କଳ ଦିବସ ସମାରୋହ ପାଇଁ ଦୁଇ ଦଳର ଏପରି ପ୍ରତିଯୋଗିତାକୁ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ।

ପ୍ରସନ୍ନ ମହାନ୍ତି କହିଛନ୍ତି,“ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଟକ୍କର ଦେଖାଦେଇଛି। ସେଥିରେ ଉତ୍କଳ ଦିବସ ମଧ୍ୟ ବାଦ୍‌ ପଡ଼ିନି। ଦୁଇ ଦଳ ସମାନ୍ତରାଳ ଭାବେ ଯେପରି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏଥିରୁ ଜଣାପଡ଼ୁଛି ବିଜେଡି ଓ ବିଜେପି ମଧ୍ୟରେ ଛନକା ପସିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story