ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରର କୌଣସି କାରଣ ନ ଥିଲା: ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ: ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତରକୁ ନେଇ ପୁରୀରେ ରାଜନୀତି ଜୋର ଧରୁଛି। ତରବରିଆ ଭାବେ ଓ ଅସମ୍ମାନିତ କରି ଯେଭଳି ଭାବେ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଗଲା, ତାହା ଅନୁଚିତ ବୋଲି ଅଭିଯୋଗ କରି ଧାରଣା ଦେଇଥିଲା ପୂଜ୍ୟପୂଜା ସଂସଦ। ଏଥିରେ ସାମିଲ ହୋଇ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓଡିଆ ଜାତିର ପରିଚୟ ତଥା ଗର୍ବ ଗୌରବ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଏଭଳି ଭାବେ ସ୍ଥାନାନ୍ତରଣର କୌଣସି […]

biswabhusan

biswabhusan

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 04:43 AM IST

Sports

Latest News

ପୁରୀ: ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତରକୁ ନେଇ ପୁରୀରେ ରାଜନୀତି ଜୋର ଧରୁଛି। ତରବରିଆ ଭାବେ ଓ ଅସମ୍ମାନିତ କରି ଯେଭଳି ଭାବେ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଗଲା, ତାହା ଅନୁଚିତ ବୋଲି ଅଭିଯୋଗ କରି ଧାରଣା ଦେଇଥିଲା ପୂଜ୍ୟପୂଜା ସଂସଦ। ଏଥିରେ ସାମିଲ ହୋଇ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓଡିଆ ଜାତିର ପରିଚୟ ତଥା ଗର୍ବ ଗୌରବ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଏଭଳି ଭାବେ ସ୍ଥାନାନ୍ତରଣର କୌଣସି କାରଣ ନ ଥିଲା ବୋଲି ଅଭିଯୋଗ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମାମାଗନ୍ତୁ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉତ୍ତମ ସ୍ଥାନରେ ପୁନଃ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story