ଭାଷା ଆଇନ ୧୯୫୪ କାର୍ଯ୍ୟକାରୀ ପ୍ରସଙ୍ଗ: ବସିଲା ନୀତିନିର୍ଦ୍ଧାରଣ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ଓଡିଶା ସରକାରୀ ଭାଷା ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ନେଇ ଗଠିତ ନୀତିନିର୍ଦ୍ଧାରଣ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷାକୁ କିଭଳି ରାଜ୍ୟ ଭାଷା ଭାବେ ପ୍ରଚଳନ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଆଇନ କାହିଁକି କାର୍ଯ୍ୟକାରୀ ହୋଇପାରୁନାହିଁ ଓ କଣ କଲେ ଲାଗୁ ହୋଇପାରିବ ସେ ସମ୍ପର୍କରେ କମିଟିର ସଦସ୍ୟଙ୍କ ମତାମତ ନିଆଯାଇଥିଲା । ଏଥିପାଇଁ ଏକ ଖସଡା ପ୍ରସ୍ତୁତ କରିବା ଲାଗି ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ […]

baithaka

baithaka

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 04:28 AM IST

Sports

Latest News

ଭୁବନେଶ୍ୱର: ଓଡିଶା ସରକାରୀ ଭାଷା ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ନେଇ ଗଠିତ ନୀତିନିର୍ଦ୍ଧାରଣ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷାକୁ କିଭଳି ରାଜ୍ୟ ଭାଷା ଭାବେ ପ୍ରଚଳନ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଆଇନ କାହିଁକି କାର୍ଯ୍ୟକାରୀ ହୋଇପାରୁନାହିଁ ଓ କଣ କଲେ ଲାଗୁ ହୋଇପାରିବ ସେ ସମ୍ପର୍କରେ କମିଟିର ସଦସ୍ୟଙ୍କ ମତାମତ ନିଆଯାଇଥିଲା । ଏଥିପାଇଁ ଏକ ଖସଡା ପ୍ରସ୍ତୁତ କରିବା ଲାଗି ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଗତକାଲି ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ବୈଠକରେ ମନ୍ତ୍ରୀ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସଙ୍କ ସହିତ ଓଡିଶା ଭାଷା ସଂଗ୍ରାମ ସମିତିର ୭ ଜଣ ସଦସ୍ୟ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story