ଟ୍ରକ୍ ଧକ୍କାରେ ପରିବା ବିକାଳୀ ମୃତ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟ୍ରକ୍ ସହ ସାଇକେଲର ମୁହାଁମୁହିଁ ଧକ୍କା ହେବାରୁ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧଠାରେ ଏହି ଦୁର୍ଘଟଣା ଘଟିଛି।  ମୃତକ ହେଉଛନ୍ତି ବିଦ୍ୟାଧର ପୁଟେଲ। ତାଙ୍କ ଘର ଡୁମେରମୁଣ୍ଡା ଗାଁରେ। ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବିଦ୍ୟାଧର ସାଇକେଲ ଯୋଗେ ପରିବା […]

accident

accident

Tapaswini Nayak
  • Published: Saturday, 09 October 2021
  • Updated: 09 October 2021, 09:04 AM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟ୍ରକ୍ ସହ ସାଇକେଲର ମୁହାଁମୁହିଁ ଧକ୍କା ହେବାରୁ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧଠାରେ ଏହି ଦୁର୍ଘଟଣା ଘଟିଛି।  ମୃତକ ହେଉଛନ୍ତି ବିଦ୍ୟାଧର ପୁଟେଲ। ତାଙ୍କ ଘର ଡୁମେରମୁଣ୍ଡା ଗାଁରେ। ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବିଦ୍ୟାଧର ସାଇକେଲ ଯୋଗେ ପରିବା ବିକିବା ପାଇଁ ଡୁମେରମୁଣ୍ଡା ଗାଁରୁ ଭାଲୁମୁଣ୍ଡା ଗାଁକୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା। ପରେ ବିଦ୍ୟାଧର ରାସ୍ତାକଡ଼କୁ  ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।  ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story