‘ଆଉ କରନି ବ୍ଲୁ ଫ୍ଲାଗ୍ ବିଚ୍‌, ଆମେ ସର୍ବସ୍ୱାନ୍ତ ହୋଇଯିବୁ’

ପୁରୀ(ଓଡ଼ିଶା ରିପୋର୍ଟର): ଗୋଟିଏ ବ୍ଲୁ ଫ୍ଲାଗ୍ ବିଚ୍ ହେବାରୁ ଶତାଧିକ ଦୋକାନୀ ନିଜ ବେଉସା ହରାଇଲେ।  ଏବେ ଆଉ ଏକ କଲେ ଆମେ ସର୍ବସ୍ୱାନ୍ତ ହୋଇଯିବୁ। ଏପରି କହି ପୁରୀ ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ୍ ବିଚ୍‌କୁ ତୀବ୍ର  ବିରୋଧ କରିଛନ୍ତି କ୍ଷୁଦ୍ର ଏବଂ ଉଠା ବ୍ୟବସାୟୀ । ଏପରିକି ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରିଛନ୍ତି  ଆନ୍ଦୋଳନକାରୀ  । ହେଲେ ଏହା ଜୀବିକା ଛଡ଼ାଇବା ପାଇଁ ନୁହେଁ ସେମାନଙ୍କ […]

protest

protest

Niharika Rout
  • Published: Saturday, 18 December 2021
  • Updated: 18 December 2021, 12:29 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଗୋଟିଏ ବ୍ଲୁ ଫ୍ଲାଗ୍ ବିଚ୍ ହେବାରୁ ଶତାଧିକ ଦୋକାନୀ ନିଜ ବେଉସା ହରାଇଲେ।  ଏବେ ଆଉ ଏକ କଲେ ଆମେ ସର୍ବସ୍ୱାନ୍ତ ହୋଇଯିବୁ। ଏପରି କହି ପୁରୀ ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ୍ ବିଚ୍‌କୁ ତୀବ୍ର  ବିରୋଧ କରିଛନ୍ତି କ୍ଷୁଦ୍ର ଏବଂ ଉଠା ବ୍ୟବସାୟୀ । ଏପରିକି ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରିଛନ୍ତି  ଆନ୍ଦୋଳନକାରୀ  । ହେଲେ ଏହା ଜୀବିକା ଛଡ଼ାଇବା ପାଇଁ ନୁହେଁ ସେମାନଙ୍କ ଉନ୍ନତି ପାଇଁ କରାଯାଉଥିବା ସ୍ପଷ୍ଟ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ସୂଚନାଯୋଗ୍ୟ,  ପୁରୀ ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ୍ ବିଚ୍‌କୁ ତୀବ୍ର ବିରୋଧ କରୁଛନ୍ତି । କ୍ଷୁଦ୍ର ଏବଂ ଉଠା ବ୍ୟବସାୟୀ ।  ଏପରିକି ବାଲି ସମାନ୍ତରାଳ ପାଇଁ ଆସିଥିବା ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରିଛନ୍ତି ଶତାଧିକ ଆନ୍ଦୋଳନକାରୀ  । ତୁରନ୍ତ ବ୍ଲୁ ଫ୍ଲାଗ୍ ବିଚ୍ କାମ ବାତିଲ କରିବାକୁ ଦାବି କରିଛି ସଂଘ ।

[caption id="attachment_699885" align="aligncenter" width="650"]protest ଦାବି ପୂରଣ ଜିଦ୍‌ରେ ଅଡ଼ି ବସିଛନ୍ତି ଆନ୍ଦୋଳନକାରୀ।[/caption]

ସଂଘ ଅଭିଯୋଗ କରିଛି ଯେ,   ପୂର୍ବରୁ ଗୋଟିଏ ବ୍ଲୁ ଫ୍ଲାଗ୍ ବିଚ୍ କରାଯାଇଥିବା ବେଳେ ଏହାଦ୍ୱାରା ଶତାଧିକ ଦୋକାନୀ ନିଜ ବେଉସା ହରାଇଛନ୍ତି । ଏବେ ଚକ୍ରତୀର୍ଥ ବେଳାଭୂମିରେ ଆଉ ଏକ ବ୍ଲୁ ଫ୍ଲାଗ୍ ବିଚ୍ ହେଲେ ବେଳାଭୂମିରେ ଦୀର୍ଘବର୍ଷ ଧରି ଛୋଟ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ସର୍ବସ୍ୱାନ୍ତ ହୋଇଯିବେ ।

ହେଲେ ଆନ୍ଦୋଳନକାରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଏଥିସହ କହିଛନ୍ତି, ଏବେ ଆରମ୍ଭ ହୋଇଥିବା ଉନ୍ନୟନ କାମ ବ୍ଲୁ ଫ୍ଲାଗ୍ ବିଚ୍ ପାଇଁ ନୁହେଁ, ବରଂ  ପର୍ଯ୍ୟଟକ, ଉଠା ଦୋକାନୀଙ୍କ  ପାଇଁ କରାଯାଉଛି।  ଯେଉଁମାନେ ଉକ୍ତ ବିଚ୍‌ ଉପରେ ନିର୍ଭର କରୁଛନ୍ତି ସେମାନଙ୍କ ଉନ୍ନତି ପାଇଁ କରାଯାଉଛି। ସମସ୍ତଙ୍କ ପାଇଁ ଷ୍ଟ୍ରିଟ ଲାଇଟ୍‌, ଫୁଟପାଥ, ଚେଞ୍ଜିଙ୍ଗ ରୁମ୍‌, ଟଏଲେଟ ତିଆରି କରାଯାଉଛି। ଆନ୍ଦୋଳନକାରୀଙ୍କୁ ବୁଝାଯାଇ କାମ ଆରମ୍ଭ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story