ଚିଲିକାରେ ବୁଡ଼ିଲା ଭସା ପୋଲ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଯାତ୍ରୀମାନଙ୍କ ସୁବିଧା ପାଇଁ ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଭସା ପୋଲ ଗତକାଲି ଚିଲିକା ଜହ୍ନିକୁଦା ଘାଟରେ ବୁଡ଼ିଥିବା ଜଣାଯାଇଛି।  ଏହି ଭସା ପୋଲରେ କ୍ରମଶଃ ପାଣି ପଶୁଥିବାରୁ ତାହା ଅର୍ଦ୍ଧାଧିକ ଅଂଶ ବୁଡ଼ିଗଲାଣି। ଗତକାଲି ସନ୍ଧ୍ୟାରେ ଫେରିବା ପରେ ଜହ୍ନିକୁଦା ଘାଟରେ ଭସା ପୋଲଟି ବନ୍ଧାଯାଇଥିଲା।  ହେଲେ ତାହା ମଧ୍ୟରେ  ପାଣି ପଶୁଥିବାରୁ ଭସା ପୋଲର ଅଧାରୁ ଅଧିକ ଅଂଶ ବୁଡ଼ିଗଲାଣି । ହେଲେ […]

chilika

chilika

Niharika Rout
  • Published: Friday, 16 October 2020
  • Updated: 16 October 2020, 09:24 AM IST

Sports

Latest News

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଯାତ୍ରୀମାନଙ୍କ ସୁବିଧା ପାଇଁ ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଭସା ପୋଲ ଗତକାଲି ଚିଲିକା ଜହ୍ନିକୁଦା ଘାଟରେ ବୁଡ଼ିଥିବା ଜଣାଯାଇଛି।  ଏହି ଭସା ପୋଲରେ କ୍ରମଶଃ ପାଣି ପଶୁଥିବାରୁ ତାହା ଅର୍ଦ୍ଧାଧିକ ଅଂଶ ବୁଡ଼ିଗଲାଣି।

ଗତକାଲି ସନ୍ଧ୍ୟାରେ ଫେରିବା ପରେ ଜହ୍ନିକୁଦା ଘାଟରେ ଭସା ପୋଲଟି ବନ୍ଧାଯାଇଥିଲା।  ହେଲେ ତାହା ମଧ୍ୟରେ  ପାଣି ପଶୁଥିବାରୁ ଭସା ପୋଲର ଅଧାରୁ ଅଧିକ ଅଂଶ ବୁଡ଼ିଗଲାଣି । ହେଲେ ଆଜି ସକାଳ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

ଏହି ପୋଲ ମୁଖ୍ୟତଃ ଜହ୍ନିକୁଦାରୁ ସାତପଡ଼ା ଗମନାଗମନ କରୁଥିବା ବେଳେ ଏହା ଉପରେ ୧୪ଟି ପଞ୍ଚାୟତର ୯୦ ଗ୍ରାମବାସୀ ନିର୍ଭର କରିଥାନ୍ତି। ପୁରୀ ତଥା ଭୁବନେଶ୍ୱରକୁ ଅଫିସ୍‌ ତଥା କଲେଜ ଯାତାୟତ କରିବା ପାଇଁ ଏହି  ଭସା ପୋଲ ଉପରେ ହିଁ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଏବେ ଏହି ପୋଲଟି ବୁଡ଼ିଯିବାରୁ ଛୋଟ ଛୋଟ ଡଙ୍ଗାରେ ଅଧିକ ଟଙ୍କା ଦେଇ ବିପଦସଙ୍କୁଳ ଭାବେ ଯାତାୟତ କରିବାକୁ ବାଧ୍ୟ ହେବେ। ଏହାଦ୍ୱାରା ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ସୂଚନାଯୋଗ୍ୟ, ସେପେମ୍ବର ୧୫ରେ ଜହ୍ନିକୁଦାରୁ ସାତପଡ଼ାକୁ ଭସା ପୋଲ ପ୍ରଚଳନ ଆରମ୍ଭ ହୋଇଥିଲା। ମାତ୍ର ମାସେ ପରେ ଏବେ ଏହି ପୋଲଟି ବୁଡ଼ିବାକୁ ବସିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story