ରଥଯାତ୍ରା ସପକ୍ଷରେ ସ୍ୱର ଉଠାଇଲା ବିଶ୍ୱ ହିନ୍ଦୁ ପରିଷଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ସପକ୍ଷରେ ସ୍ୱର ଉଠାଇଲା ବିଶ୍ୱ ହିନ୍ଦୁ ପରିଷଦ। ଭିଏଚପିର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ୍ ପରାନ୍ଦେ ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରଥଯାତ୍ରା ପରମ୍ପରା ବନ୍ଦ ନ ହେବା ଲାଗି ନିବେଦନ କରିଛନ୍ତି । ଶହ ଶହ ବର୍ଷ ଧରି ପାଳନ ହୋଇ ଆସୁଥିବା ପୁରୀ ରଥଯାତ୍ରା ବିଧି ବନ୍ଦ ନହେଉ ଏବଂ କୋଭିଡ୍ ପରିସ୍ଥିତିରେ ରଥଯାତ୍ରା କିଭଳି ଆୟୋଜନ ହେବ ତାର ବିକଳ୍ପ ମାର୍ଗ ବାହାର କରିବା ସହ ଭକ୍ତଙ୍କ […]

Vinod-Bansal-1

Vinod-Bansal-1

Tapas Behera
  • Published: Sunday, 21 June 2020
  • Updated: 21 June 2020, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ସପକ୍ଷରେ ସ୍ୱର ଉଠାଇଲା ବିଶ୍ୱ ହିନ୍ଦୁ ପରିଷଦ। ଭିଏଚପିର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ୍ ପରାନ୍ଦେ ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରଥଯାତ୍ରା ପରମ୍ପରା ବନ୍ଦ ନ ହେବା ଲାଗି ନିବେଦନ କରିଛନ୍ତି ।

ଶହ ଶହ ବର୍ଷ ଧରି ପାଳନ ହୋଇ ଆସୁଥିବା ପୁରୀ ରଥଯାତ୍ରା ବିଧି ବନ୍ଦ ନହେଉ ଏବଂ କୋଭିଡ୍ ପରିସ୍ଥିତିରେ ରଥଯାତ୍ରା କିଭଳି ଆୟୋଜନ ହେବ ତାର ବିକଳ୍ପ ମାର୍ଗ ବାହାର କରିବା ସହ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସୁପ୍ରିକୋର୍ଟ ତାଙ୍କ ରାୟ ପୁନର୍ବିଚାର କରିବାକୁ ସେ ନିବେଦନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ରଥଯାତ୍ରା ହେଲେ ଭକ୍ତଙ୍କ ଜନସମାଗମ ହେବା ଅସମ୍ଭବ ଥିବାରୁ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିର ବଦଳାଇବାକୁ ମିଲିନ୍ଦ୍ ଅନୁରୋଧ କରିଛନ୍ତି।

ବିଶ୍ୱହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ କହିଛନ୍ତି ଯେ, ପବିତ୍ର ରଥଯାତ୍ରା, ଯାହା ସମସ୍ତ ଓଡିଆ ଏବଂ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବ ଅଟେ, ତାହା ବର୍ତମାନର କୋଭିଡ-୧୯ ମହାମାରୀ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଶ୍ରଦ୍ଧାଳୁ ଭକ୍ତଙ୍କର ସୁରକ୍ଷାକୁ ସୁନିଶ୍ଚିତ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ରଥଯାତ୍ରାର ଗୁରୁତ୍ୱକୁ ଉପସ୍ଥାପନା କରିବାରେ ମଧ୍ୟ ବିଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story