୨୦୦ ଟଙ୍କା ଦେଲେ ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବି!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବା ପାଇଁ ନର୍ସ ମାଗୁଛନ୍ତି ୨୦୦ ଟଙ୍କା! ଏପରି ଅଭିଯୋଗ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି। ଟଙ୍କା ମାଗିବାର ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂରା ଘଟଣା ଏମିତି। ଶରଣକୁଳ ଥାନା ସୋଲାପଟା ଗାଁର କମେଶ୍ୱର ଆଚାରିଙ୍କ ପତ୍ନୀ ସନ୍ଧ୍ୟା ଗର୍ଭବତୀ ଥିବାରୁ ଗତ ୨୨ ତାରିଖରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ। ତେବେ ଡାକ୍ତର ଧାର୍ଯ୍ୟ […]

nursh-claimed-brive-in-nayagarh-district-medical

Manoranjan Sial
  • Published: Tuesday, 03 September 2019
  • Updated: 03 September 2019, 04:36 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବା ପାଇଁ ନର୍ସ ମାଗୁଛନ୍ତି ୨୦୦ ଟଙ୍କା! ଏପରି ଅଭିଯୋଗ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି। ଟଙ୍କା ମାଗିବାର ଭିଡିଓ ଭାଇରାଲ୍‌ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୂରା ଘଟଣା ଏମିତି। ଶରଣକୁଳ ଥାନା ସୋଲାପଟା ଗାଁର କମେଶ୍ୱର ଆଚାରିଙ୍କ ପତ୍ନୀ ସନ୍ଧ୍ୟା ଗର୍ଭବତୀ ଥିବାରୁ ଗତ ୨୨ ତାରିଖରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ। ତେବେ ଡାକ୍ତର ଧାର୍ଯ୍ୟ କରିଥିବା ତାରିଖ ପୂରଣ ହୋଇଥିଲେ ସୁଦ୍ଧା ତାଙ୍କର ପ୍ରସବ ହୋଇନଥିଲା। ଗତ ୨୭ ତାରିଖରେ ତାଙ୍କର ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରସୂତିଙ୍କ ଶରୀରରେ ଜଳୀୟ ଅଂଶ କମ୍‌ ଥିବା ଦର୍ଶାଇ ଅସ୍ତ୍ରୋପଚାର କରିଥିଲେ।

ପରେ ଷ୍ଟିଚ୍‌ ଖୋଲିବାକୁ ସନ୍ଧ୍ୟା ମେଡ଼ିକାଲ୍‌ ଯାଇଥିଲେ। ସେଠାରେ ନର୍ସ ୨୦୦ ଟଙ୍କା ମାଗିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ୱେତ ମହାପାତ୍ର ସ୍ୱୀକାର କରିଛନ୍ତି। ଏବେ ଘଟଣାର ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story