ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ

ବାଲେଶ୍ୱର(ରଣଞ୍ଜିତ ପାକଳ): ଲାଞ୍ଚ ନେଇ ଧରାପଡ଼ିଲେ ଇଲେକ୍ଟ୍ରିକାଲ୍ ଜେଇ। କଟକ ଭିଜିଲାନ୍ସ ସେଲ୍ ହାତ ଅଧିକାରୀମାନେ ଯନ୍ତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ସେ ହେଉଛନ୍ତି ମଠସାହି ଇଲେକ୍ଟ୍ରି ଡିଭିଜନର କୁମାର ସ୍ଥିତ ପ୍ରଜ୍ଞା ମହାନ୍ତି। ସହରର ମାକଲପୁର ଅଞ୍ଚଳର ବୈରାମ ନଗରରେ ଜିତେନ କୁମାର ସାହୁଙ୍କ ଘରେ ପୁରୁଣା ମିଟର ବଦଳାଇବା ଓ ଫାଇନ୍ ଟଙ୍କା କମାଇଦେବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଜ୍ଞା ମହାନ୍ତି। ଏ ସମ୍ପର୍କରେ […]

vigilance-arrest-je-from-balasore

vigilance-arrest-je-from-balasore

Manoranjan Sial
  • Published: Wednesday, 12 June 2019
  • Updated: 12 June 2019, 03:57 PM IST

ବାଲେଶ୍ୱର(ରଣଞ୍ଜିତ ପାକଳ): ଲାଞ୍ଚ ନେଇ ଧରାପଡ଼ିଲେ ଇଲେକ୍ଟ୍ରିକାଲ୍ ଜେଇ। କଟକ ଭିଜିଲାନ୍ସ ସେଲ୍ ହାତ ଅଧିକାରୀମାନେ ଯନ୍ତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ସେ ହେଉଛନ୍ତି ମଠସାହି ଇଲେକ୍ଟ୍ରି ଡିଭିଜନର କୁମାର ସ୍ଥିତ ପ୍ରଜ୍ଞା ମହାନ୍ତି।

ସହରର ମାକଲପୁର ଅଞ୍ଚଳର ବୈରାମ ନଗରରେ ଜିତେନ କୁମାର ସାହୁଙ୍କ ଘରେ ପୁରୁଣା ମିଟର ବଦଳାଇବା ଓ ଫାଇନ୍ ଟଙ୍କା କମାଇଦେବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଜ୍ଞା ମହାନ୍ତି। ଏ ସମ୍ପର୍କରେ ଜିତେନ କଟକ ଭିଜିଲାନ୍ସ ସେଲ୍ରେ ଅଭିଯୋଗ କରିଥିଲେ।

ଗତକାଲି ସନ୍ଧ୍ୟା ବେଳେ ଯୋଜନା ମୁତାବକ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି ମେଣ୍ଢାଶୂଳ ଦାସ ଆଇଟିଆଇ ନିକଟରେ ଲାଞ୍ଚ ବାବଦକୁ ୫,୦୦୦ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ପ୍ରଜ୍ଞା ମହାନ୍ତିଙ୍କ ବାଲିସାହି ସ୍ଥିତ ବାସ ଭବନରେ ଚଢ଼ଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story