ଲାଞ୍ଚ ନେଉଥିଲେ, ଭିଜିଲାନ୍ସ କର୍ମଚାରୀଙ୍କୁ ଦେଖି ଫିଙ୍ଗିଦେଲେ

କରଞ୍ଜିଆ (ଦୀପକ ମହାନ୍ତ): ଲାଞ୍ଚ ନେଉଥିଲେ। ଭିଜିଲାନ୍ସ କର୍ମଚାରୀଙ୍କୁ ଦେଖି ଲାଞ୍ଚ ଟଙ୍କା ଫିଙ୍ଗି ଦେଇଥିଲେ। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲରେ ଘଟିଛି। ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିବା ସହିତ କନିଷ୍ଠ କିରାଣୀଙ୍କୁ ଗିରଫ କରିଛି। ଯଶୀପୁର ବ୍ଲକ୍‌ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମ ନିଜର ଜମିପଟ୍ଟା ପାଇବା ପାଇଁ ତହସିଲ୍‌ ଅଫସ୍‌ରେ ଆବେଦନ କରିଥିଲେ। ମାତ୍ର ତାଙ୍କୁ ଜମି ପଟ୍ଟା ମିଳୁନଥିଲା। ବାରମ୍ୱାର ତହସିଲ୍‌ ଅଫିସ୍‌ ଯାଇ […]

Baripada

Baripada

Manoranjan Sial
  • Published: Friday, 02 December 2022
  • Updated: 02 December 2022, 07:18 PM IST

Sports

Latest News

କରଞ୍ଜିଆ (ଦୀପକ ମହାନ୍ତ): ଲାଞ୍ଚ ନେଉଥିଲେ। ଭିଜିଲାନ୍ସ କର୍ମଚାରୀଙ୍କୁ ଦେଖି ଲାଞ୍ଚ ଟଙ୍କା ଫିଙ୍ଗି ଦେଇଥିଲେ। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲରେ ଘଟିଛି। ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିବା ସହିତ କନିଷ୍ଠ କିରାଣୀଙ୍କୁ ଗିରଫ କରିଛି।

ଯଶୀପୁର ବ୍ଲକ୍‌ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମ ନିଜର ଜମିପଟ୍ଟା ପାଇବା ପାଇଁ ତହସିଲ୍‌ ଅଫସ୍‌ରେ ଆବେଦନ କରିଥିଲେ। ମାତ୍ର ତାଙ୍କୁ ଜମି ପଟ୍ଟା ମିଳୁନଥିଲା। ବାରମ୍ୱାର ତହସିଲ୍‌ ଅଫିସ୍‌ ଯାଇ ନିରାଶ ହୋଇ ଫେରୁଥିଲେ ଭୀଷ୍ମ। ତେବେ ତହସିଲ ଅଫିସ୍‌ର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ତାଙ୍କୁ ଲାଞ୍ଚ ମାଗିଥିଲେ। ବହୁ ମୂଲଚାଲ ପରେ ଡିଲ୍‌ ଫାଇନାଲ୍‌ ହୋଇଥିଲା। ପରେ ସେ ୧୫ ହଜାର ଟଙ୍କା ଦେଇଥିଲେ।

ଭୀଷ୍ମ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଭୀଷ୍ମ ବାକିଥିବା ୪୦,୦୦୦ ଟଙ୍କା ଭାର୍ଗବ ଚନ୍ଦ୍ର ମହାକୁଡ଼ଙ୍କୁ ଦେଉଥିଲେ। ଏହି ସମୟରେ ସାଦା ପୋଷାକରେ ଥିବା ଉପସ୍ଥିତ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଭାର୍ଗବ ଭିଜିଲାନ୍ସ କର୍ମଚାରୀଙ୍କୁ ଦେଖି ନେଉଥିବା ଲାଞ୍ଚ ଟଙ୍କା ଫିଙ୍ଗି ଦେଇଥିଲେ। ଏହା ସତ୍ତ୍ୱେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଥିଲା। ଏହି ଚଢ଼ଉରେ ବାରିପଦା, ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story