ବନ୍ଧା ହେଲେ କୋଟିପତି ପ୍ରଧାନ ଶିକ୍ଷକ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୋଡିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଗିରଫ ହୋଇଛନ୍ତି। ଜାନୁଆରୀ ୭ ତାରିଖରେ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ  ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ରାଇଘର ସହର ମଧ୍ୟରେ ଥିବା ତାଙ୍କର ତିନି ଗୋଟି ବାସଭବନ , ଦୋକାନ ଗୃହ , ଗୋଦାମ ଗୃହ ଏବଂ ସ୍କୁଲରେ ଭିଜିଲାନ୍ସ […]

hm-1

hm-1

Jyoshna Pradhan
  • Published: Thursday, 09 January 2020
  • Updated: 09 January 2020, 09:16 AM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜୋଡିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଗିରଫ ହୋଇଛନ୍ତି।

ଜାନୁଆରୀ ୭ ତାରିଖରେ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ  ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ରାଇଘର ସହର ମଧ୍ୟରେ ଥିବା ତାଙ୍କର ତିନି ଗୋଟି ବାସଭବନ , ଦୋକାନ ଗୃହ , ଗୋଦାମ ଗୃହ ଏବଂ ସ୍କୁଲରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ତାଙ୍କର ୨ କୋଟି ୬୦ ଲକ୍ଷ ୬୭ ହଜାର ୨୨୩ ଟଙ୍କା ସମ୍ପତ୍ତି  ଥିବା ଭିଜିଲାନ୍ସ ଆକଳନ କରିଥିଲା। ତେବେ ସେ ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ହିସାବ ଦେଇ ନ ପାରିବାରୁ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଭିଜିଲାନ୍ସର ଏକ ୩୦ ଜଣିଆ ଦଳ ୫ଟି ଭାଗରେ ବିଭକ୍ତ ହୋଇ ଏହି ଚଢ଼ଉ କରିଥିଲେ। ତାଙ୍କର ଗୋଟିଏ ୩ ମହଲା କୋଠା ରହିଛି।  ୨ଟି ୨ ମହଲା କୋଠା, ୬ଟି ପ୍ଲଟ, ୨ଟି ୪ ଚକିଆ ଗାଡି, ୨ଟି  ବାଇକ, ୭୦ ଲକ୍ଷ ୪୬ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍ , ୨୦ଲକ୍ଷ ୩୧ ହଜାର ଟଙ୍କାର ଏଲ୍ଆଇସି ଡିପୋଜିଟ୍ ଏବଂ ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story