କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ପାରାଦୀପ(ରମାକାନ୍ତ ନାୟକ):  କୁଜଙ୍ଗ ବ୍ଲକରେ ଭିଜିଲାନ୍ସ ଚଢାଉ। କୁଜଙ୍ଗ ତହସିଲର ପୂର୍ବତନ ୫ କର୍ମଚାରୀ ଗତକାଲି ଗିରଫ ହେବା ପରେ ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି।  ମହିଳା ମହାସଂଘରେ ଅର୍ଥ ହେରଫେର୍‌କୁ ନେଇ ଖୋଳତାଡ ହୋଇଥିବା ସୂଚନା ମିଳିଛି। ପାଇଖାନା ର୍ନିମାଣରେ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଏବଂ ମହିଳା ମହାସଂଘର ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର। ଏହିପରି ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। […]

Kujanga

Kujanga

Madhupriya Mistry
  • Published: Wednesday, 25 August 2021
  • Updated: 25 August 2021, 08:11 AM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ):  କୁଜଙ୍ଗ ବ୍ଲକରେ ଭିଜିଲାନ୍ସ ଚଢାଉ। କୁଜଙ୍ଗ ତହସିଲର ପୂର୍ବତନ ୫ କର୍ମଚାରୀ ଗତକାଲି ଗିରଫ ହେବା ପରେ ବ୍ଲକ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି।  ମହିଳା ମହାସଂଘରେ ଅର୍ଥ ହେରଫେର୍‌କୁ ନେଇ ଖୋଳତାଡ ହୋଇଥିବା ସୂଚନା ମିଳିଛି।

ପାଇଖାନା ର୍ନିମାଣରେ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଏବଂ ମହିଳା ମହାସଂଘର ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର। ଏହିପରି ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। ବ୍ଲକ୍ କାର୍ଯ୍ୟାଳୟରୁ ଅନେକ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍।

ହିତାଧିକାରୀ ଟଙ୍କା ପାଇନଥିବାବେଳେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଛି।  ଏନେଇ ବ୍ଲକ୍ ପ୍ରଶାସନ ଆଇନଗତ ପଦକ୍ଷେପ ନେଉଛି। ଏସ୍‌ଏଚ୍‌ଜିର ଜଣେ ସଦସ୍ୟ ଅଭିଯୋଗ କରିଥିଲେ। ଅଭିଯଆଗ ଅନୁଯାୟୀ ଭିଜିଲାନ୍ସ ତଦନ୍ତ କରୁଛି ବୋଲି ବିଡିଓ କହିଛନ୍ତି। ଅନ୍ୟପଟେ ତଦନ୍ତ ଚାଲିଥିବା କହି କ୍ୟାମେରା ଆଗରେ କିଛି ତଥ୍ୟ ଦେଇନାହାଁନ୍ତି ଭିଜିଲାନ୍ସ ଡିଏସପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story