ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଓ ବାଣିଜ୍ୟକର ବିଭାଗର ଚଢ଼ାଉ

କୋରାପୁଟ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟର କିଶୋର ପାଣିଗ୍ରାହୀ ନାମକ ଜଣେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଓ ବାଣିଜ୍ୟକର ବିଭାଗ ଚଢ଼ାଉ କରିଛି। କିଶୋରଙ୍କ ସମ୍ପର୍କୀୟ ଓ କୋରାପୁଟ ସହରରେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢାଉ କରାଯାଇଛି।

vigilance

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 10:32 AM IST

Related story