ପୁଲିସ୍‌ ଅଧିକାରୀଙ୍କର ଆପାର୍ଟମେଣ୍ଟ ସମେତ ୧୨ ଜାଗାରେ ଅଛି ସମ୍ପତ୍ତି ; ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ

ବାସୁଦେବପୁର(କିରଟି ଦାସ): ଓଡିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଆଜି ସକାଳୁ ସକାଳୁ ରେଡ଼ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ବିଭାଗର ଏହି ଅଧିକାରୀଙ୍କ ଘରେ ଚାଲିଛି ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ୧୨ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍  । ଭୁବନେଶ୍ୱର ଜୟଦେବବିହାର ସ୍ଥିତ ୬ ତାଲା ବିଶିଷ୍ଟ […]

raid

raid

Niharika Rout
  • Published: Tuesday, 09 November 2021
  • Updated: 09 November 2021, 09:41 AM IST

Sports

Latest News

ବାସୁଦେବପୁର(କିରଟି ଦାସ): ଓଡିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଆଜି ସକାଳୁ ସକାଳୁ ରେଡ଼ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ବିଭାଗର ଏହି ଅଧିକାରୀଙ୍କ ଘରେ ଚାଲିଛି ରେଡ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ୧୨ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍  । ଭୁବନେଶ୍ୱର ଜୟଦେବବିହାର ସ୍ଥିତ ୬ ତାଲା ବିଶିଷ୍ଟ ଘରେ ରେଡ୍ । ଖଣ୍ଡଗିରି ସରକନ୍ତରାସ୍ଥିତ ଭଡ଼ା ଘର, ଜୟଦେବବିହାରସ୍ଥିତ ନରେନ୍ଦ୍ର ଭିଲ୍ଲା, ଭଦ୍ରକ ବାଲିସାହିର ୩ ତାଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆସ୍ଥିତ ନିଜ ଘର, ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଓ OPHWC କାର୍ଯ୍ୟାଳୟରେ ଚାଲିଛି ରେଡ୍ । ପ୍ରତାପଙ୍କର ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ ନିଜସ୍ୱ ଆପାର୍ଟମେଣ୍ଟରେ ମଧ୍ୟ ରେଡ ଚାଲିଛି।

ପ୍ରଥମେ ଭିଜିଲାନ୍ସ ବିଭାଗ ପକ୍ଷରୁ ୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସମ୍ପତ୍ତିର ସନ୍ଧାନ ମିଳିଥିଲା। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠାର ସନ୍ଧାନ ମିଳିଥିବା ବେଳେ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।

[caption id="attachment_690236" align="aligncenter" width="650"]raid ଯାଞ୍ଚ କରିବାକୁ ପହଞ୍ଚିଥିବା ଭିଜିଲାନ୍ସ ଅଧିକାରୀ[/caption]

ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଚଢ଼ାଉ କରି ଆପାର୍ଟମେଣ୍ଟ ସମ୍ପତ୍ତିର ଆକଳନ କରୁଛନ୍ତି । ବାସୁଦେବପୁରଠାରେ ଭଡା ଲାଗିଥିବା ଏହି ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ରେଡ଼ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story