ବ୍ୟାଙ୍କ ନ ଥିବା ଗ୍ରାମାଞ୍ଚଳରେ ମିଳିବ ମୋବାଇଲ ବ୍ୟାଙ୍କିଙ୍ଗ ସେବା

ଭୁବନେଶ୍ୱର: ବ୍ୟାଙ୍କ ନ ଥିବା ଗ୍ରାମାଞ୍ଚଳରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବ୍ୟାଙ୍କ ସେବା ମିଳିବ। ପଞ୍ଚାୟତ ଗୁଡିକରେ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଜରିଆରେ ସେବା ଯୋଗାଇ ଦିଆଯିବ। ବ୍ୟାଙ୍କ ମିତ୍ରମାନେ ପ୍ରତିନିଧିଭାବେ ପଞ୍ଚାୟତ ଅଫିସ୍‌ରେ ସେବା ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ଆଜି ସୂଚନା ଦେଇଛନ୍ତି। ଏ ନେଇ ଆଜି ସେ କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଏହି ସମୟରେ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

aditya-padhi

aditya-padhi

Rakesh Mallick
  • Published: Wednesday, 16 November 2016
  • Updated: 17 November 2016, 07:07 AM IST

Sports

Latest News

ଭୁବନେଶ୍ୱର: ବ୍ୟାଙ୍କ ନ ଥିବା ଗ୍ରାମାଞ୍ଚଳରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବ୍ୟାଙ୍କ ସେବା ମିଳିବ। ପଞ୍ଚାୟତ ଗୁଡିକରେ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଜରିଆରେ ସେବା ଯୋଗାଇ ଦିଆଯିବ। ବ୍ୟାଙ୍କ ମିତ୍ରମାନେ ପ୍ରତିନିଧିଭାବେ ପଞ୍ଚାୟତ ଅଫିସ୍‌ରେ ସେବା ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ଆଜି ସୂଚନା ଦେଇଛନ୍ତି।

ଏ ନେଇ ଆଜି ସେ କ୍ୟାବିନେଟ୍‌ ସେକ୍ରେଟାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। ଏହି ସମୟରେ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos