ଅଭିଯୁକ୍ତ ପ୍ରେମିକ ସହ ପୁଲିସକୁ ଅଟକ ରଖିଲେ ମହିଳା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପ୍ରେମିକ କଥାରେ ଭରସା କରି ପ୍ରେମିକା ଘରୁ ଚାଲି ଆସିଥିଲେ! ଆଉ ଭାବିଥିଲେ ତା’ ସହିତ ତେଲଲୁଣର ସଂସାର କରିବ। ହେଲେ ସେ ସ୍ବପ୍ନ ସାକାର ହେବା ପୂର୍ବରୁ ଚାଲିଗଲା ପ୍ରେମିକାଙ୍କ ଜୀବନ। ଗାଁ ପାଖ ପଳାଶ ଗଛରୁ ମିଳିଲା ପ୍ରେମିକାଙ୍କ ଝୁଲନ୍ତା ମୃତଦେହ। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିନଥିଲା। ପୁଲିସଠାରୁ ନିରାଶ ହୋଇ ଆଜି ସନ୍ଧ୍ୟା ବେଳେ ଗାଁ’ର […]

girl-suicide-in-bolangir

girl-suicide-in-bolangir

Manoranjan Sial
  • Published: Tuesday, 11 June 2019
  • Updated: 11 June 2019, 10:59 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପ୍ରେମିକ କଥାରେ ଭରସା କରି ପ୍ରେମିକା ଘରୁ ଚାଲି ଆସିଥିଲେ! ଆଉ ଭାବିଥିଲେ ତା’ ସହିତ ତେଲଲୁଣର ସଂସାର କରିବ। ହେଲେ ସେ ସ୍ବପ୍ନ ସାକାର ହେବା ପୂର୍ବରୁ ଚାଲିଗଲା ପ୍ରେମିକାଙ୍କ ଜୀବନ। ଗାଁ ପାଖ ପଳାଶ ଗଛରୁ ମିଳିଲା ପ୍ରେମିକାଙ୍କ ଝୁଲନ୍ତା ମୃତଦେହ। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିନଥିଲା। ପୁଲିସଠାରୁ ନିରାଶ ହୋଇ ଆଜି ସନ୍ଧ୍ୟା ବେଳେ ଗାଁ'ର ମହିଳାମାନେ ପ୍ରେମିକଙ୍କୁ ବାନ୍ଧି ପକାଇଥିଲେ। ତାକୁ ଉଦ୍ଧାର କରିବାକୁ ଆସିଥିବା ପୁଲିସକୁ ମଧ୍ୟ ମହିଳାମାନେ ଅଟକାଇ ରଖିଥିଲେ।

ଲୋଇସିଂହା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳିକା ଗତ ୬ ତାରିଖରେ ଘରୁ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇ ଯାଇଥିଲେ। ଏକଥା ଗାଁ ଲୋକେ ଦେଖିଥିଲେ। ତେବେ ଗତ ୮ ତାରିଖରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଗାଁଠାରୁ ୩୦୦ ମିଟର ଦୂରରେ ଏକ ପଳାଶ ଗଛରୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ହେଲେ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ସତ୍ତ୍ୱେ ପୁଲିସ ମାମଲା ରୁଜୁ କରିନଥିଲା କି ଅଭିଯୁକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଯାହାକୁ ନେଇ ନାବାଳିକାଙ୍କ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ ପୁଲିସର ନୀରବଦ୍ରଷ୍ଟା ନୀତିକୁ ବିଭିନ୍ନ SHG ଗ୍ରୁପ୍ ନାପସନ୍ଦ କରିଛନ୍ତି। ଆଜି ସନ୍ଧ୍ୟା ବେଳେ SHG ଗ୍ରୁପ୍‌ର ମହିଳାମାନେ ଅଭିଯୁକ୍ତ ପ୍ରେମିକକୁ ବାନ୍ଧି ପକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଉଦ୍ଧାର କରିବାକୁ ଆସି ମହିଳାଙ୍କ ଚକ୍ରବ୍ୟୂହରେ ଫସି ଯାଇଥିଲା। ମହିଳାମାନେ ସେମାନଙ୍କୁ ଅଟକ ରଖିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବୁଝାସୁଝା ପରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ମହିଳାମାନେ ପୁଲିସକୁ ଛାଡ଼ିଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ଅଭିଯୁକ୍ତକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story