ସ୍ପିରିଟ୍‌ କାରଖାନାକୁ ବିରୋଧ, ୨୮ ବନ୍ଧା ହେଲେ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ହରଭଙ୍ଗା ରାମ୍ଭିକଟା ଗାଁରେ ହେଉଥିବା ସ୍ପିରିଟ୍ କାରଖାନାକୁ ଗାଁଲୋକଙ୍କ ବିରୋଧ। ଆଜି କମ୍ପାନୀ ମହାନଦୀରୁ ପାଣି ପାଇପ ବିଛାଉଥିବା ବେଳେ ଗାଁ ଲୋକ ବିରୋଧ କରିଥିଲେ। ଫଳରେ ପୋଲିସ୍ ଓ ଗାଁ ଲୋକେ ମୁହିଁମୁହିଁ ହୋଇଥିଲେ। ଏହି ଘଟଣାରେ ପୋଲିସ ୨୮ ଜଣ ଗାଁ ଲୋକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଏହି ଅଂଚଳରେ ସ୍ପିରିଟ କାରଖାନାକୁ ଦୀର୍ଘଦିନ ଧରି ବିରୋଧ କରିଆସୁଛନ୍ତି ରାନ୍ଧିକଟା ବାସିନ୍ଦା। ଏଠାରେ କାରଖାନା ପ୍ରତିଷ୍ଠା ହେଲେ ପରିବେଶ ପ୍ରଦୂଷିତ ହେବ। ଏହାଛଡ଼ା କାରଖାନାରୁ ନିର୍ଗତ ଧୂଆଁରେ ଚଳିବା କଷ୍ଟକର ହେବ ବୋଲି ଲୋକେ ବିରୋଧ କରୁଛନ୍ତି। ସେପଟେ ଗାଁରେ ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଉପନିର୍ବାଚନବେଳେ ବାଲେଶ୍ୱରରେ ବିଜେଡିକୁ ଝଟକା

+୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଥଇଥାନ ହେବେ ଅସିତ୍ , ସୁରେଶ ପରବର୍ତ୍ତୀ ସିଏସ୍ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଝଟକା ଦେଇ ମଲମ !

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

ବଗଲା ଧର୍ମଶାଳା ଜମି ବିବାଦ, ହାଇକୋର୍ଟରେ ସରକାରଙ୍କ ମିଥ୍ୟା ସତ୍ୟପାଠ!

‘ଜନଜାତି ବିକାଶ ପାଇଁ ଓଡ଼ିଶାକୁ ୩ବର୍ଷରେ ୧୬୫୬କୋଟି ଟଙ୍କା ଅନୁଦାନ’

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !