ସ୍ପିରିଟ୍‌ କାରଖାନାକୁ ବିରୋଧ, ୨୮ ବନ୍ଧା ହେଲେ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ହରଭଙ୍ଗା ରାମ୍ଭିକଟା ଗାଁରେ ହେଉଥିବା ସ୍ପିରିଟ୍ କାରଖାନାକୁ ଗାଁଲୋକଙ୍କ ବିରୋଧ। ଆଜି କମ୍ପାନୀ ମହାନଦୀରୁ ପାଣି ପାଇପ ବିଛାଉଥିବା ବେଳେ ଗାଁ ଲୋକ ବିରୋଧ କରିଥିଲେ। ଫଳରେ ପୋଲିସ୍ ଓ ଗାଁ ଲୋକେ ମୁହିଁମୁହିଁ ହୋଇଥିଲେ। ଏହି ଘଟଣାରେ ପୋଲିସ ୨୮ ଜଣ ଗାଁ ଲୋକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏହି ଅଂଚଳରେ ସ୍ପିରିଟ କାରଖାନାକୁ ଦୀର୍ଘଦିନ ଧରି ବିରୋଧ କରିଆସୁଛନ୍ତି ରାନ୍ଧିକଟା ବାସିନ୍ଦା। ଏଠାରେ କାରଖାନା ପ୍ରତିଷ୍ଠା ହେଲେ […]

villagers-protest-in-boudha

villagers-protest-in-boudha

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 05:23 PM IST

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ହରଭଙ୍ଗା ରାମ୍ଭିକଟା ଗାଁରେ ହେଉଥିବା ସ୍ପିରିଟ୍ କାରଖାନାକୁ ଗାଁଲୋକଙ୍କ ବିରୋଧ। ଆଜି କମ୍ପାନୀ ମହାନଦୀରୁ ପାଣି ପାଇପ ବିଛାଉଥିବା ବେଳେ ଗାଁ ଲୋକ ବିରୋଧ କରିଥିଲେ। ଫଳରେ ପୋଲିସ୍ ଓ ଗାଁ ଲୋକେ ମୁହିଁମୁହିଁ ହୋଇଥିଲେ। ଏହି ଘଟଣାରେ ପୋଲିସ ୨୮ ଜଣ ଗାଁ ଲୋକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଏହି ଅଂଚଳରେ ସ୍ପିରିଟ କାରଖାନାକୁ ଦୀର୍ଘଦିନ ଧରି ବିରୋଧ କରିଆସୁଛନ୍ତି ରାନ୍ଧିକଟା ବାସିନ୍ଦା। ଏଠାରେ କାରଖାନା ପ୍ରତିଷ୍ଠା ହେଲେ ପରିବେଶ ପ୍ରଦୂଷିତ ହେବ। ଏହାଛଡ଼ା କାରଖାନାରୁ ନିର୍ଗତ ଧୂଆଁରେ ଚଳିବା କଷ୍ଟକର ହେବ ବୋଲି ଲୋକେ ବିରୋଧ କରୁଛନ୍ତି। ସେପଟେ ଗାଁରେ ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story