ବୋହୂକୁ ରାସ୍ତା ମଝିରେ ପିଟୁଥିଲେ, ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ  

ଯାଜପୁର(ଅଭୟ ପତି):ପୁଣିଥରେ ଯାଜପୁର ଜିଲ୍ଲାରେ କଙ୍ଗାରୁ କୋର୍ଟ। ଏଥର କିନ୍ତୁ ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀ ଛାଡ଼ି ନଥିଲେ। ବୋହୂକୁ ଉଦ୍ଧାର କରିବା ସହ ଦିଅର, ଶ୍ୱଶୁର ଏବଂ ଶାଶୂକୁ ବାନ୍ଧି ପକାଇଥିଲେ। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୂକୁ ତାର ସ୍ୱାମୀର ଅନୁପସ୍ଥିତିରେ ଆକ୍ରମଣ ପରେ ଗ୍ରାମବାସୀମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଲାଇ ଚଲାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ […]

vcx-1

vcx-1

Tapas Behera
  • Published: Thursday, 21 November 2019
  • Updated: 21 November 2019, 04:21 PM IST

Sports

Latest News

ଯାଜପୁର(ଅଭୟ ପତି):ପୁଣିଥରେ ଯାଜପୁର ଜିଲ୍ଲାରେ କଙ୍ଗାରୁ କୋର୍ଟ। ଏଥର କିନ୍ତୁ ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀ ଛାଡ଼ି ନଥିଲେ। ବୋହୂକୁ ଉଦ୍ଧାର କରିବା ସହ ଦିଅର, ଶ୍ୱଶୁର ଏବଂ ଶାଶୂକୁ ବାନ୍ଧି ପକାଇଥିଲେ।

ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୂକୁ ତାର ସ୍ୱାମୀର ଅନୁପସ୍ଥିତିରେ ଆକ୍ରମଣ ପରେ ଗ୍ରାମବାସୀମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଲାଇ ଚଲାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ବୋହୂ ସରୋଜିନୀ ସ୍ୱାଇଁଙ୍କୁ ମେଡିକାଲ ପଠାଇବା ସହ ଦିଅର, ଶ୍ୱଶୁର ଏବଂ ଶାଶୂଙ୍କୁ ଗିରଫ କରିଛି। ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ମଧ୍ୟ ଲଗାଇଛି। ଘଟଣାରୁ ଜଣାପଡ଼ିଛି ଯେ, ଉକ୍ତ ଗ୍ରାମର କାଳନ୍ଦୀ ସ୍ୱାଇଁଙ୍କ

ବଡ଼ ପୁଅ ଯଇରାମ ଏବଂ ବୋହୁ ସରୋଜିନୀ ଭିନ୍ନ ହୋଇ ରହୁଥିଲେ। ପାଣିକୋଇଲି ଛକରେ ବ୍ୟବସାୟ କରନ୍ତି ଯଇରାମ। ତେବେ ଯଇରାମ ବେପାରକୁ ଚାଲିଯିବା ପରେ ବୋହୂ ସରୋଜିନୀଙ୍କୁ ଦିଅର ଓ ଅନ୍ୟମାନେ ସର୍ବଦା ନିର୍ଯ୍ୟାତନା ଦେଉଥିଲେ। ଏ ନେଇ ଗତ ୧୮ ତାରିଖରେ ପାଣିକୋଇଲି ଥାନାରେ ଉଭୟ ପକ୍ଷ ମାମଲା ରୁଜୁ କରିଥିଲେ। ତେବେ ସରୋଜିନୀଙ୍କ ମାମଲାଟି ଯୌତୁକ ଜନିତ ହୋଇଥିବାରୁ ଅନ୍ୟ ପକ୍ଷ ଉତ୍ତେଜିତ ହୋଇପଡିଥିଲେ। ଫଳରେ ଗତକାଲି ଅପରାହ୍ନରେ ଯଇରାମ ବ୍ୟବସାୟକୁ ବାହାରି ଯିବା ପରେ ଦିଅର ଓ ଅନ୍ୟମାନେ ସରୋଜିନୀଙ୍କୁ ଠେଙ୍ଗାରେ ପିଟି ରାସ୍ତା ଉପରେ ପକାଇଦେଇଥିଲେ ଏବଂ ତାଙ୍କ ପାଖରେ ଦିଅର ମହେନ୍ଦ୍ର ସ୍ୱାଇଁ ଠେଙ୍ଗା ଧରି ଜଗିରହିଥିଲା। ଫଳରେ ଗ୍ରାମବାସୀ ଜଣକ ପରେ ଜଣଙ୍କୁ ରସିରେ ବାନ୍ଧି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେଇଥିଲେ। ତେବେ ଏ ସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story