‘କଂଗ୍ରେସ ଭିତରେ ଭିଲେନ ଅଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ଅମର ପ୍ରଧାନ ଆଜି ନିଜ ଦଳ ବିଷୟରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,“କଂଗ୍ରେସ ଦଳ ଭିତରେ ଭିଲେନ ଅଛନ୍ତି। ଭିଲେନ୍ ଦଳରେ ରହି ସରକାରୀ ଦଳ ସହ ହାତ ମିଳାଇଛନ୍ତି।” ସେ ଆହୁରି କହିଛନ୍ତ, “ସରକାରୀ ଦଳ ସହ ହାତ ମିଳାଇ କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି। ମୁଁ ସୋନିଆ ଗାନ୍ଧିଙ୍କ ଆଗରେ ଭିଲେନଙ୍କ ଖୁଲାସା କରିବି।” ଅମର ପ୍ରଧାନଙ୍କ ସହ ସ୍ୱର ମିଳାଇଛନ୍ତି AICC ସମ୍ପାଦକ ଶରତ ରାଉତ। […]

amara

amara

Tapaswini Nayak
  • Published: Saturday, 07 September 2019
  • Updated: 07 September 2019, 02:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ଅମର ପ୍ରଧାନ ଆଜି ନିଜ ଦଳ ବିଷୟରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,“କଂଗ୍ରେସ ଦଳ ଭିତରେ ଭିଲେନ ଅଛନ୍ତି। ଭିଲେନ୍ ଦଳରେ ରହି ସରକାରୀ ଦଳ ସହ ହାତ ମିଳାଇଛନ୍ତି।”

ସେ ଆହୁରି କହିଛନ୍ତ, “ସରକାରୀ ଦଳ ସହ ହାତ ମିଳାଇ କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି। ମୁଁ ସୋନିଆ ଗାନ୍ଧିଙ୍କ ଆଗରେ ଭିଲେନଙ୍କ ଖୁଲାସା କରିବି।”

ଅମର ପ୍ରଧାନଙ୍କ ସହ ସ୍ୱର ମିଳାଇଛନ୍ତି AICC ସମ୍ପାଦକ ଶରତ ରାଉତ। ସେ କହିଛନ୍ତି,“ସବୁ ଦଳରେ ଭିଲେନ୍ ଅଛନ୍ତି। ଆମ ଦଳରେ ଥାଇପାରନ୍ତି।”

ସେ ଆହୁରି କହିଛନ୍ତି,“ଦଳ ବିରୋଧୀ ନେତାଙ୍କର ମୁଖା ଖୋଲି ବହିଷ୍କାର କରାଯିବା ଦରକାର। ସେମାନେ ଦଳର ସ୍ୱାର୍ଥ ପାଇଁ ଯେତିକି ତତ୍ପର ନୁହନ୍ତି; ଅନ୍ୟ ଦଳ ପାଇଁ ବେଶୀ ତତ୍ପର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story