ଭିଆଇପି ଅତିଥି ହୋଇ ଆସିଲେ, ବର କନ୍ୟାଙ୍କ ଗିଫ୍ଟ ଲୁଟିନେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲୁଟ୍‌ର ନୂଆ ତରିକା।  ଅତିଥି ହୋଇ ଆସି ବୁଲାଇଲେ କଳାକନା। ରାଜଧାନୀରେ ଭିଆଇପି ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ଲୁଟ୍ ହୋଇଛି ବାହାଘରରେ ମିଳିଥିବା ଟଙ୍କା ଓ ସୁନା।  ଅତିଥି ବେଶରେ ଆସିଥିବା ଛଦ୍ମବେଶୀ ଲୁଟେରା ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ଥାନାରେ ଏତଲା ହୋଇଛି । ସିସିଟିଭି […]

8901

8901

Tapas Behera
  • Published: Tuesday, 03 March 2020
  • Updated: 03 March 2020, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲୁଟ୍‌ର ନୂଆ ତରିକା।  ଅତିଥି ହୋଇ ଆସି ବୁଲାଇଲେ କଳାକନା। ରାଜଧାନୀରେ ଭିଆଇପି ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ଲୁଟ୍ ହୋଇଛି ବାହାଘରରେ ମିଳିଥିବା ଟଙ୍କା ଓ ସୁନା।  ଅତିଥି ବେଶରେ ଆସିଥିବା ଛଦ୍ମବେଶୀ ଲୁଟେରା ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ଥାନାରେ ଏତଲା ହୋଇଛି । ସିସିଟିଭି ଫୁଟେଜରୁ ଲୁଟେରାକୁ ଚିହ୍ନଟ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଏହି ଲୁଟ୍‌ରେ ଜଣକୁ ସିସିଟିଭିରେ ଚିହ୍ନଟ କରାଯାଇଛି। ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ, ଯୁବକ ଜଣକ ଅନ୍ୟ ଅତିଥିଙ୍କ ଭଳି ଭିଆଇପି ବେଶରେ ଆସିଛନ୍ତି। ତା’ର ଛାଟବାଟରୁ ଆଦୌ ଚୋର ବୋଲି ଜଣାପଡ଼ୁ ନାହିଁ।

ପୂରା ଗହଳି ଭିତରେ ସମସ୍ତେ ଯେତେବେଳେ ବାହାଘର ପାର୍ଟିରେ  ମସଗୁଲ ଥିଲେ ତା’ରି ସୁଯୋଗ ନେଇଥିଲେ ଯୁବକ ଜଣକ। ଆଉ ବାହାଘରର ମିଳିଥିବା ଗିଫ୍ଟ ଗୁଡ଼ିକୁ ଧିରେ ଧିରେ ନେଇ ଖସି ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story