ଛାତ୍ରଙ୍କୁ ମାଡ଼ ମାରି ଗିରଫ ହେଲେ ୱାର୍ଡେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ୱାର୍ଡେନ୍ ବିଶ୍ୱରଞ୍ଜନ ରଣାଙ୍କୁ ଖଣ୍ଡଗିରି ପୁଲିସ୍ ଗିରଫ କରିଛି। ୱାର୍ଡେନ ଜଣକ ଛାତ୍ରଙ୍କୁ ମାଡ଼ ମାରିବା ନେଇ ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ‍‍‍‍‍‍‍‍‍ଏହାପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା। ଛାତ୍ର ଜଣକ କାକୁତି ମିନତି ହେଲେ ମଧ୍ୟ ୱାର୍ଡେନ ବାଡିରେ ପିଟି ଚାଲିଥିଲେ। ଉକ୍ତ ଭିଡିଓରେ ଯାହା ଶୁଣାଯାଉଥିଲା ୱାର୍ଡେନ୍‌ ଜଣକ ପଚାରୁଛନ୍ତି କେତେ ମାର୍କ […]

789

789

Jyoshna Pradhan
  • Published: Tuesday, 20 August 2019
  • Updated: 20 August 2019, 02:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ୱାର୍ଡେନ୍ ବିଶ୍ୱରଞ୍ଜନ ରଣାଙ୍କୁ ଖଣ୍ଡଗିରି ପୁଲିସ୍ ଗିରଫ କରିଛି।

ୱାର୍ଡେନ ଜଣକ ଛାତ୍ରଙ୍କୁ ମାଡ଼ ମାରିବା ନେଇ ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ‍‍‍‍‍‍‍‍‍ଏହାପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା। ଛାତ୍ର ଜଣକ କାକୁତି ମିନତି ହେଲେ ମଧ୍ୟ ୱାର୍ଡେନ ବାଡିରେ ପିଟି ଚାଲିଥିଲେ।

ଉକ୍ତ ଭିଡିଓରେ ଯାହା ଶୁଣାଯାଉଥିଲା ୱାର୍ଡେନ୍‌ ଜଣକ ପଚାରୁଛନ୍ତି କେତେ ମାର୍କ ରଖିଛୁ। ୬୦ ପ୍ରତିଶତ। ଏହା କହି ୱାର୍ଡେନ୍ ଜଣକ ଛାତ୍ରଙ୍କୁ ନିର୍ଘାତ ଏକ ବାଡ଼ିରେ ପିଟୁଛନ୍ତି। ପିଲାଟି ଯୁକ୍ତ ୨ର ଛାତ୍ର ବୋଲି ଜଣାପଡ଼ିଛି।

ଭିଡିଓ ଭାଇରାଲ ପରେ ଓ୍ୱାର୍ଡେନ୍‌ଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ତେବେ ଗତକାଲି ସମ୍ପୃକ୍ତ ୱାର୍ଡେନଙ୍କୁ ବହିଷ୍କାର କରାଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏଫ୍ଆଇଆର ପରେ କଲେଜରେ ପହଞ୍ଚି ଘଟଣା ବିଷୟରେ ପ୍ରିନ୍ସିପାଲ ଏବଂ ଛାତ୍ରଙ୍କୁ ପୁଲିସ୍‌ ପଚରାଉଚୁରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story