ଆପଣ କେଉଁ ନଦୀର ପାଣି ପିଉଛନ୍ତି? ସାବଧାନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୯ଟି ନଦୀର ଜଳ ପ୍ରଦୂଷିତ। ଏପରିକି ମହାନଦୀର ଜଳ ସମ୍ବଲପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପୂରା ପ୍ରଦୂଷିତ ହୋଇଛି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମହାନଦୀ ପରି କାଠଯୋଡି, ବୁଢାବଳଙ୍ଗ, ଋଷିକୂଲ୍ୟା, ଗଙ୍ଗୁଆ, ଦୟା, ବ୍ରାହ୍ମଣୀ, ନାଗାବଳି, କୁଆଖାଇ ଓ ଲୁଣା ନଦୀର ଜଳ ପ୍ରଦୂଷିତ ହୋଇଛି। ଏହି ନଦୀ ଗୁଡ଼ିକର ନିକଟରେ ଥିବା ସହରରୁ ନିର୍ଗତ […]

we-are-dreanking-wastege-water

we-are-dreanking-wastege-water

Manoranjan Sial
  • Published: Tuesday, 19 November 2019
  • Updated: 19 November 2019, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୯ଟି ନଦୀର ଜଳ ପ୍ରଦୂଷିତ। ଏପରିକି ମହାନଦୀର ଜଳ ସମ୍ବଲପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପୂରା ପ୍ରଦୂଷିତ ହୋଇଛି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମହାନଦୀ ପରି କାଠଯୋଡି, ବୁଢାବଳଙ୍ଗ, ଋଷିକୂଲ୍ୟା, ଗଙ୍ଗୁଆ, ଦୟା, ବ୍ରାହ୍ମଣୀ, ନାଗାବଳି, କୁଆଖାଇ ଓ ଲୁଣା ନଦୀର ଜଳ ପ୍ରଦୂଷିତ ହୋଇଛି। ଏହି ନଦୀ ଗୁଡ଼ିକର ନିକଟରେ ଥିବା ସହରରୁ ନିର୍ଗତ ନର୍ଦ୍ଦମା ପାଣି ମିଶୁଥିବାରୁ ଏପରିସ୍ଥିତି ସୃଷ୍ଟି ହେଉଥିବା ମନ୍ତ୍ରୀ କହିଛନ୍ତି।

ଅଭିଯୋଗରୁ ପ୍ରକାଶ, ସହରାଞ୍ଚଳରୁ ନିର୍ଗତ ହେଉଥିବା ନର୍ଦ୍ଦମା ଜଳକୁ ସୁଦ୍ଧ କରାଯାଉନି। ଏହି ପାଣିକୁ ସିଧାସଳଖ ନଦୀରେ ଛାଡ଼ି ଦିଆଯାଉଛି। ଯାହାଫଳରେ ନଦୀର ଜଳ ପ୍ରଦୂଷିତ ହେଉଛି। ଅନେକ ସମୟରେ ଲୋକେ ସେହି ପାଣିକୁ ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story