ଯେବେ ଏନ୍‌ଡିଆରଏଫ୍ ଡିଜି ନିଜ ଗୁରୁମାଙ୍କୁ ୩୯ ବର୍ଷ ପରେ ଭେଟନ୍ତି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୩୯ ବର୍ଷ ପରେ ଗୁରୁ-ଶିଷ୍ୟଙ୍କ ସାକ୍ଷାତ। ଆଉ ଭାବ ବିହ୍ୱଳର ମୁହୂର୍ତ୍ତ । ଦୀର୍ଘ ବର୍ଷ ପରେ ସେ ପୁଣି ଅନ୍ତର୍ଜାତୀୟ ମହିଳା ଦିବସରେ। ଜଣେ କ୍ୟାନ୍ସର ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ତାଙ୍କ ଘରେ ଭେଟି ମାନବିକତା ତଥା ଜଣେ ଉତ୍ତମ ଛାତ୍ରର ପରିଚୟ ଦେଇଛନ୍ତିଅ ଏନ୍‌ଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ। ୧୯୮୧ ମସିହାରେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ଏନ୍‌ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ପଢୁଥିବା ବେଳେ ଅଞ୍ଜଳି ରାୟ ଥିଲେ ତାଙ୍କର ସଙ୍ଗୀତ […]

b-765

b-765

Tapas Behera
  • Published: Sunday, 08 March 2020
  • Updated: 08 March 2020, 05:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୩୯ ବର୍ଷ ପରେ ଗୁରୁ-ଶିଷ୍ୟଙ୍କ ସାକ୍ଷାତ। ଆଉ ଭାବ ବିହ୍ୱଳର ମୁହୂର୍ତ୍ତ । ଦୀର୍ଘ ବର୍ଷ ପରେ ସେ ପୁଣି ଅନ୍ତର୍ଜାତୀୟ ମହିଳା ଦିବସରେ। ଜଣେ କ୍ୟାନ୍ସର ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ତାଙ୍କ ଘରେ ଭେଟି ମାନବିକତା ତଥା ଜଣେ ଉତ୍ତମ ଛାତ୍ରର ପରିଚୟ ଦେଇଛନ୍ତିଅ ଏନ୍‌ଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ। ୧୯୮୧ ମସିହାରେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ଏନ୍‌ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ପଢୁଥିବା ବେଳେ ଅଞ୍ଜଳି ରାୟ ଥିଲେ ତାଙ୍କର ସଙ୍ଗୀତ ଶିକ୍ଷୟିତ୍ରୀ। କେବଳ ସଙ୍ଗୀତ ଶିକ୍ଷା ନୁହେଁ, ଜଣେ ଭଲ ମଣିଷ ହେବା ପାଇଁ ସବୁ ପ୍ରକାର ସୁଯୋଗ ସୃଷ୍ଟି କରିଥିଲେ ସେ। ଏମିତିକି ସେ ତାଙ୍କ ଜୀବନର ମାର୍ଗଦର୍ଶିକ ଥିଲେ ବୋଲି ସତ୍ୟନାରାୟଣ କହିଛନ୍ତି।

ଖାସ୍ ଏଇଥିପାଇଁ ବ୍ୟସ୍ତବହୁଳ କର୍ମମୟ ଜୀବନରୁ କିଛି ସମୟ ବାହାର କରି ସାକ୍ଷାତ କରିବାକୁ ଛୁଟି ଆସିଥିଲେ ଏନ୍‌ଡିଆରଏଫ୍ ଡିଜି । କିଛି ସମୟ ପାଇଁ ଦୁହେଁ କୋହ ସମ୍ଭୋରଣ କରିପାରି ନଥିଲେ। ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ଯେ, ଦୁଃସାଧ୍ୟ କ୍ୟାନ୍ସରରେ ପୀଡ଼ିତ ଥିଲେ ମଧ୍ୟ ଅଞ୍ଜଳି ନିଜେ ଘରୁ ବାହାରି ଛାତ୍ରଙ୍କୁ ଛାଡ଼ିବାକୁ ଆସିଥିଲେ। ଛାତ୍ର ମଧ୍ୟ ତାଙ୍କ ଗୁରୁମାଙ୍କୁ ଏନ୍‌ଡିଆରଏଫ କ୍ୟାମ୍ପସ ପରିଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ।

ବର୍ତ୍ତମାନ ଦୁନିଆରେ ମଣିଷ-ମଣିଷ ଭିତରେ ଥିବା ସମ୍ପର୍କ ଧୀରେ ଧୀରେ କ୍ଷୀଣ ହେଉଥିବାବେଳେ ସେଦିନର ଗୁରୁ-ଶିଷ୍ୟ ସମ୍ପର୍କ ଏବେ ବି ଅତୁଟଅ ଆଉ ଏହା ହେଉଛି ତାର ପ୍ରମାଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story