କୁଆଡ଼େ ଗଲା ‘ନିରାପଦ ପରିବେଶ ନିର୍ଦ୍ଦେଶାବଳି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍‌ଡ ସେଫ୍‌ ଏନ୍‌ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ […]

rape

rape

Manoranjan Sial
  • Published: Monday, 02 September 2019
  • Updated: 02 September 2019, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍‌ଡ ସେଫ୍‌ ଏନ୍‌ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ ଆଜି ଯାଏଁ ରାଜ୍ୟର ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଯାହାକି ପିଲାଙ୍କ ସୁରକ୍ଷା ନେଇ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ।

ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା, ଲୋକଲୋଚନକୁ ଆଣିବା, ଏ ବାବଦକୁ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାର ଅନୁଧ୍ୟାନ ଓ ପରବର୍ତ୍ତୀ ସମୟରେ କି ପଦକ୍ଷେପ ନିଆଯାଇପାରିବ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଖାସ୍ କରି ପିଲା ଯେଉଁ ସମୟରେ ସ୍କୁଲ ଓ ହଷ୍ଟେଲ କିମ୍ବା ଟ୍ୟୁସନରେ ରହୁଛି, ସେତେବେଳେ ତା’ର ସୁରକ୍ଷା ସୁନିଶ୍ଚିତ କରିବା ନେଇ ସଂସ୍ଥାର ଦାୟିତ୍ୱ ହେବା ଦରକାର ବୋଲି ଗାଇଡ୍‌ଲାଇନରେ କୁହାଯାଇଥିଲା। ସେହିପରି ପିଲାଙ୍କୁ ନିର୍ଯାତନା ସଂପର୍କରେ ସଚେତନ କରିବାକୁ ଏଥିରେ ବ୍ୟବସ୍ଥା ମଧ୍ୟ ଥିଲା। ଗାଇଡ୍‌ଲାଇନ୍‌ର କାର୍ଯ୍ୟକାରିତା ଅନୁଧ୍ୟାନ ଲାଗି ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଏସିସି/ଏସ୍‌ଟି ଓ କ୍ରୀଡ଼ା ଓ ୟୁବ ବ୍ୟାପାର ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର କେହି ନିଜ ଦାୟିତ୍ୱ ତୁଲାଇ ନାହାନ୍ତି।

ବିଭିନ୍ନ ସମୟରେ କରାଯାଇଥିବା ସର୍ଭେ ଅନୁସାରେ ୪୧ ପ୍ରତିଶତ ବାଳିକା ଓ ୫୫ ପ୍ରତିଶତ ବାଳକ ଦୁଷ୍କର୍ମର ଶିକାର ହୁଅନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ୯୦ ପ୍ରତିଶତ ଏଭଳି ଅପରାଧ ପଛରେ ସ୍କୁଲ କର୍ମଚାରୀ କିମ୍ବା ପୀଡ଼ିତାର ଜଣାଶୁଣା ଲୋକଙ୍କ ସଂପୃକ୍ତି ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story