କଟକରେ କେଉଁ ଦୋକାନ ଖୋଲିବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନରେରେ ବାକି କିଛି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏନେଇ ତତ୍ପରତା ପ୍ରକାଶ ପାଇଛି।  ତେବେ କଟକର କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ସେନେଇ ସିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଦର୍ଶାଯାଛି ଯେ, ପୋଷାକ, ଇଲେକଟ୍ରୋନିକ୍ସ, ସିଙ୍ଗଲ/ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିବନି। ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ହୋଲସେଲ୍ ଓ ରିଟେଲ ଦୋକାନ ସକାଳ […]

Cuttack-Katakana

Cuttack-Katakana

Tapas Behera
  • Published: Monday, 27 April 2020
  • Updated: 27 April 2020, 06:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନରେରେ ବାକି କିଛି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏନେଇ ତତ୍ପରତା ପ୍ରକାଶ ପାଇଛି।  ତେବେ କଟକର କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ସେନେଇ ସିଏମ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଦର୍ଶାଯାଛି ଯେ, ପୋଷାକ, ଇଲେକଟ୍ରୋନିକ୍ସ, ସିଙ୍ଗଲ/ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିବନି। ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।

ହୋଲସେଲ୍ ଓ ରିଟେଲ ଦୋକାନ ସକାଳ ୭ରୁ ୧୧ଟା ଯାଏ ଖୋଲିବ। ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ସାମାଜିକ ଦୂରତ୍ୱରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ ଲକଡାଉନ କୋହଳ ପରେ କେଉଁ ସବୁ ଦୋକାନ ଖୋଲା ରହିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ଥିଳା | ନୂଆ ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ଆଉ କିଛି ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଥିଲେ ରାଜ୍ୟ ସରକାର । ବିଜ୍ଞପ୍ତି ମୁତାବକ ଦୋକାନରେ ଅଧା କର୍ମଚାରୀ କାମ କରିପାରିବେ | ତେବେ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ସେହିପରି  ହଟସ୍ପଟ କିମ୍ବା କଣ୍ଟେନ୍‌ମେଣ୍ଟ ଜୋନ୍ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ସରକାର। ଏଥିସହ  କେଉଁ ଦୋକାନ ଖୋଲିବ ସମ୍ପୃକ୍ତ ଅଞ୍ଚଳର ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story