ପାଣ୍ଡିଆନ୍ କ’ଣ ବିଜେଡି ଟିକେଟ୍‌ ବାଣ୍ଟୁଥିଲେ ଓ ଚାନ୍ଦା ଆଦାୟ କରୁଥିଲେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାର୍ଗେଟରେ ଥାର୍ଡ ଫ୍ଲୋର୍। ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ୍‌ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଥିଲେ। ତାଙ୍କ ବିରୋଧରେ ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରେ ବିରୋଧୀ ଦଳ ମଧ୍ୟ ବର୍ଷିଛନ୍ତି। ଏପରିକି ସେ ବିଜେଡି ଟିକେଟ୍‌ ବାଣ୍ଟୁଥିଲେ ଓ ଚାନ୍ଦା ଆଦାୟ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ତେବେ ପ୍ରଶ୍ନ  କିଏ ଏହି ପାଣ୍ଡିଆନ? ତାଙ୍କର […]

Pandian

Pandian

Rakesh Mallick
  • Published: Friday, 12 January 2018
  • Updated: 13 January 2018, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାର୍ଗେଟରେ ଥାର୍ଡ ଫ୍ଲୋର୍। ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ପାଣ୍ଡିଆନ୍‌ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଥିଲେ। ତାଙ୍କ ବିରୋଧରେ ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରେ ବିରୋଧୀ ଦଳ ମଧ୍ୟ ବର୍ଷିଛନ୍ତି। ଏପରିକି ସେ ବିଜେଡି ଟିକେଟ୍‌ ବାଣ୍ଟୁଥିଲେ ଓ ଚାନ୍ଦା ଆଦାୟ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ତେବେ ପ୍ରଶ୍ନ  କିଏ ଏହି ପାଣ୍ଡିଆନ? ତାଙ୍କର କେଉଁ ଭୂମିକା ଦଳ ଭିତରେ ଅସନ୍ତୋଷ ବଢାଉଛି ଅସନ୍ତୋଷ?

ଗତକାଲି ବିଜେଡି ଛାଡିବା ପରେ ରମାରଂଜନ, ପାଣ୍ଡିଆନଙ୍କ ଗୁମର ଖୋଲିଥିବା ବେଳେ ଆଜି ପୁଣି ତାଙ୍କ ଭୂମିକାକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି-“ନବୀନ ପଟ୍ଟନାୟକ ବିଜେଡିର ସଭାପତି ଥିବା ବେଳେ ପାଣ୍ଡିଆନ୍ ଦଳର କାର୍ଯ୍ୟକାରୀ ସଭାପତି ଭଳି କାର୍ଯ୍ୟ କରୁଛନ୍ତି। ସର୍ଭିସ୍ ଆଣ୍ଡ ରୁଲ୍‌ ଉଲ୍ଲଂଘନ କରି ପ୍ରଶାସନିକ ଓ ରାଜନୈତିକ କାମରେ ହସ୍ତକ୍ଷେପ କରୁଛନ୍ତି। ପାଣ୍ଡିଆନଙ୍କ ଏପରି ଅତ୍ୟଧିକ ହସ୍ତକ୍ଷେପ ଦଳ ପାଇଁ ମହଙ୍ଗା ହେବ।”

ବିରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହୀନପତି ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି-“ରାଜନୀତିଠାରୁ ଆରମ୍ଭ କରି ଦୈନନ୍ଦିନ ପ୍ରଶାସନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାଣ୍ଡିଆନ୍ ହସ୍ତକ୍ଷେପ କରୁଛନ୍ତି।”

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି-“ଟିକେଟ୍ ବାଣ୍ଟିବାଠୁ ଆରମ୍ଭ କରି ଦଳ ପାଇଁ ଚାନ୍ଦା ଆଦାୟ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଣ୍ଡିଆନ୍ କରୁଛନ୍ତି।”

କିଏ ପାଣ୍ଡିଆନ୍‌?

୨୦୦୦ ମସିହା ବ୍ୟାଚ୍‌ର ତାମିଲ ଅଫିସର୍ ଗଂଜାମ ସମେତ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ୨୦୧୧ ମସିହା ମେ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଲେ। ତେବେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡ୍‌ ନାଇଟ୍ ଅପରେସନ୍ ପରେ ପାଣ୍ଡିଆନଙ୍କ ଭୂମିକା ସାମ୍ନା ଆସିଥିଲା। ଏଭଳିକି ୨୦୧୪ ନିର୍ବାଚନରେ କାହାକୁ ଟିକେଟ୍ ମିଳିବ, କେଉଁ ବିଧାୟକଙ୍କ ଟିକଟ୍ କଟା ଯିବ ସେନେଇ ପାଣ୍ଡିଆନ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି।

ଏ ସଂପର୍କରେ ଅଧିକ ପଢ଼ିବାକୁ ଏଇ ଲିଙ୍କରେ କ୍ଲିକ୍ କରନ୍ତୁ:

http://odishareporter.in/top-story/analytical-article-on-pandiyan/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story