ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ମାମୁ କିଏ?

ପୁରୀ (ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ମାମୁ କିଏ? ପ୍ରଥମାଷ୍ଟମୀରେ ଉଠିଛି ଏଭଳି ଅଜଣା ପ୍ରଶ୍ନ। ତେବେ ନିଆଳିର ମାଧବାନନ୍ଦ ଜୀଉଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଇ ସେଠୁ ଆସିଥିବା ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ବିବାଦ ତେଜିଛି। ଏମିତିକି ମାଧବାନନ୍ଦଜୀଉ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ପ୍ରାଚୀ ଓ ମଙ୍ଗଳା ପୁରାଣର ଉଦାହରଣ ଦିଆଯାଇଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ କିନ୍ତୁ ଏସଂପର୍କିତ […]

who-is-the-uncle-of-lord-jagannath

who-is-the-uncle-of-lord-jagannath

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 08:05 PM IST

ପୁରୀ (ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ମାମୁ କିଏ? ପ୍ରଥମାଷ୍ଟମୀରେ ଉଠିଛି ଏଭଳି ଅଜଣା ପ୍ରଶ୍ନ। ତେବେ ନିଆଳିର ମାଧବାନନ୍ଦ ଜୀଉଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଇ ସେଠୁ ଆସିଥିବା ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ବିବାଦ ତେଜିଛି। ଏମିତିକି ମାଧବାନନ୍ଦଜୀଉ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ପ୍ରାଚୀ ଓ ମଙ୍ଗଳା ପୁରାଣର ଉଦାହରଣ ଦିଆଯାଇଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ କିନ୍ତୁ ଏସଂପର୍କିତ କୌଣସି ଠୋସ୍ ତଥ୍ୟ ଓ ପ୍ରମାଣ ନଥିବା ସଫା ସଫା କହିଛନ୍ତି।

ଚଳିବର୍ଷ ନିଆଳି ମାଧବାନନ୍ଦଜୀଉ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପୋଢୁଆଁ ଅଷ୍ଟମୀ ଭାର ଭାବେ ଆସିଛି ୧୦ଟି ପାଟ ବସ୍ତ୍ର ସାଙ୍ଗକୁ ୩,୫୦୦ ଟଙ୍କା ଖର୍ଚ୍ଚ ଓ ଫଳମୂଳ ସାଙ୍ଗକୁ ବିଭିନ୍ନ ସୁସ୍ୱାଦୁ ପିଠା। ଶ୍ରୀଜୀଉଙ୍କ ମାମୁ ମାଧବାନନ୍ଦ ଜୀଉ ବୋଲି ଯୁକ୍ତି ଦର୍ଶାଇ ଭାର ଧରି ଆସିଥିବା ମାଧବାନନ୍ଦ ଜୀଉ ମନ୍ଦିର ଟ୍ରଷ୍ଟର ସଦସ୍ୟ କହିଛନ୍ତି, ପ୍ରଚଳିତ ଲୋକକଥା ସାଙ୍ଗକୁ ପ୍ରାଚୀ ଓ ମଙ୍ଗଳା ପୁରାଣରେ ବି ଏକଥା ବର୍ଣ୍ଣିତ ଅଛି। ତା’ସହ ଭକ୍ତମାନେ ମଧ୍ୟ କହିଛନ୍ତି, ପୂର୍ବ ପୁରୁଷଙ୍କମାନଠୁ ସେମାନେ ମାଧବାନନ୍ଦ, ବଡ଼ଠାକୁରଙ୍କ ମାମୁ ବୋଲି ଶୁଣିଛନ୍ତି।

ତା’ହାଲେ ଏଠି ପ୍ରଶ୍ନ, ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁ ମାଧବାନନ୍ଦଜୀଉ ବୋଲି କାହିଁକି ସୃଷ୍ଟି ହେଲା ସନ୍ଦେହ? କାରଣ, ଗତ ୧୬ ତାରିଖ ଦିନ ନିଆଳିରୁ ଆସିଥିବା ପୋଢୁଆଁ ଅଷ୍ଟମୀ ଭାରକୁ ସସମ୍ମାନେ ଗ୍ରହଣ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ହେଲେ କେତେ ରହିଛି, ଏହା ପଛର ସତ୍ୟତା। ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ ସଫା ସଫା କହିଛନ୍ତି, ଶ୍ରୀମନ୍ଦିର ଇତିହାସରେ ସେଭଳି କୌଣସି ବଳିଷ୍ଠ ତଥ୍ୟ ନାହିଁ। କେବଳ ଭକ୍ତଙ୍କ ଦାନ ହିସାବରେ ପାଟବସ୍ତ୍ର ଗ୍ରହଣ କରାଯାଇଛି। କୌଣସି ପ୍ରକାର ପିଠା ଭାର ନୁହେଁ। ଠିକ ସେମିତି ବରିଷ୍ଠ ସେବାୟତ ମଧ୍ୟ ଏଭଳି ଦାବିକୁ ଅଯୌକ୍ତିକ ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story